ଓଡ଼ିଶାରେ ଆୟ କ୍ଷେତ୍ରରେ କେନ୍ଦୁଝର ଆଗୁଆ – ମନ୍ତ୍ରୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓଡ଼ିଶାରେ ମୁଣ୍ଡପିଛା ଆୟରେ କେନ୍ଦୁଝର ଜିଲ୍ଲା ପ୍ରଥମ। କୃଷି, ଶିଳ୍ପ ସବୁ କ୍ଷେତ୍ରରେ କେନ୍ଦୁଝର ପ୍ରଥମ ସ୍ଥାନରେ ରହିଛି। ଆଜି ବିଧାନସଭାରେ ଏହି ତଥ୍ୟ ଦେଇଛନ୍ତି ଯୋଜନା ଓ ସଂଯୋଜନ ମନ୍ତ୍ରୀ ପଦ୍ମନାଭ ବେହେରା।

ସୂଚନାଯୋଗ୍ୟ, ୨୦୦୪ – ୦୫ ଆର୍ଥିକ ବର୍ଷ ଆଧାରରେ କେନ୍ଦୁଝର ଆଗରେ ଥିବା ଗୃହରେ ସୂଚନା ଦେଇଛନ୍ତି ମନ୍ତ୍ରୀ। କେନ୍ଦୁଝର ପଛକୁ ସୁନ୍ଦରଗଡ଼, ଅନୁଗୁଳ ଜିଲ୍ଲା ରହିଛି ବୋଲି ସେ କହିଛନ୍ତି।

 

Leave a comment