ପାଣ୍ଡିଆନଙ୍କ ଟାର୍ଗେଟରେ ଦୁଇ ଆଇଏଏସ, ଦେଖନ୍ତୁ ଭିଡ଼ିଓ

0

ପାଣ୍ଡିଆନଙ୍କ ଟାର୍ଗେଟରେ ଦୁଇ ଆଇଏଏସ, ଦୁଇ ଆଇଏଏସଙ୍କୁ ଧୋଇବେ ପାଣ୍ଡିଆନ, ଆଉ ନାହିଁ ସରକାରୀ ବେଡି, ଏବେ ଆରମ୍ଭ ହେବ ଆଇଏଏସ ମାନଙ୍କ ବୟାନବାଜି ।

ଏବେ ପୁଣି ଚଞ୍ଚଳ ହୋଇ ଉଠିବ ରାଜ୍ୟ ରାଜନୀତି, ଆସିବ ନୁଆ ମୁଦ୍ଦା । ଟଣା ଓଟରା ହେବେ ପ୍ରଶାସକ ରୁ ପାଲଟି ଥିବା ରାଜନେତା । ଆରୋପ ପ୍ରତ୍ୟାରୋପ ପର୍ବ ଆରମ୍ଭ ହେବ । କିନ୍ତୁ ଏଥର ରାଜନୀତି ଟିକେ ଭିନ୍ନ ହେବ କାହିଁକି ନା ଏଥର ରାଜନୀତି ରେ ଆଉ ଦେଖିବାକୁ ମିଳିବ ପୁର୍ବତନ ଆଇଏଏସବମାନଙ୍କ ମଧ୍ୟରେ ଲଢେ଼ଇ। କାରଣ ପଣ୍ଡିଆନ ଏବେ ସରକାରୀ ବେଡିରୁ ପୁରା ପୁରି ମୁକ୍ତ । ଦୁଇ ପୁର୍ବତନ ଆଇଏଏସ ତାଙ୍କୁ ଯେତେ ଟାର୍ଗେଟ କରୁଥିଲେ ମଧ୍ୟ ପ୍ରତି ଉତ୍ତର ବଦଳରେ ସରକାରୀ ବେଡି ପଡ଼ିଥିବାରୁ ନିରବ ହୋଇ ରହୁଥିଲେ । ଏବେ କିନ୍ତୁ ହେବ ଓଲଟା । ଆଗରୁ ଯେକୌଣସି ସରକାରୀ କାର୍ଯ୍ୟକ୍ରମ ହେଉଥିଲା ସେ ମୁଖ୍ୟମନ୍ତ୍ରୀ ଙ୍କ ପଛରେ ବସୁଥିଲେ ଏବେ ସରକାରୀ ପଞ୍ଜୁରୀ ରୁ ମୁକ୍ତ ହେବାପରେ କାଲିଠାରୁ ନୂଆ କରି ମୁଖ୍ୟମନ୍ତ୍ରୀ ଙ୍କ ପାଖରେ ଅତିଥିଭାବେ ବସିଥିବା ଦେଖିବାକୁ ମିଳିଥିଲା । ଏହାକୁ ଦେଖି ରାଜନୈତିକ ସମୀକ୍ଷକ ଙ୍କ କହିବା ଅନୁଯାୟୀ

Leave a comment