କାଚା ବାଦାମ ଗୀତରେ ଏବେ ଝୁମୁଛି ସାରା ବିଶ୍ୱ ଦେଖନ୍ତୁ କିଛି ଲୋକ ପ୍ରିୟ ଭିଡ଼ିଓ

0

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ପଙ୍କରେ ପଦ୍ମ ଫୁଟିଲା ପରି ବ୍ୟକ୍ତିଙ୍କ ଭିତରେ ଥିବା କଳା ପ୍ରପୃଟିତ ହୋଇଥାଏ । ଆଜି ଏହିପରି ଏକ ବଣମଲ୍ଲି ଲୋକଲୋଚନକୁ ଆସିଛି । ତାଙ୍କ ଭିତରେ ଏଭଳି ପ୍ରତିଭା ଲୁକ୍କାୟିତ ହୋଇ ଥିବା ସେ ନିଜେ ମଧ୍ୟ ଜାଣି ନଥିଲେ । ନିଜ ପରିବାର ଗୁଜୁରାଣ ମେଣ୍ଟାଇବା ପାଇଁ ଗୀତ ଗାଇ ବାଦାମ ବିକୁଥିବା ଜଣେ ବ୍ୟକ୍ତି । ଏବେ ସେ ରାତାରାତି ଷ୍ଟାର ହୋଇଯାଇଛନ୍ତି । ତାଙ୍କର କାଚା ବାଦାମ ଗୀତ ସୋସିଆଲ ମିଡ଼ିଆରେ ଭାଇରାଲ ହେବାପରେ ଦେଶ ଓ ବିଦେଶରେ ଅନେକ ପ୍ରଶଂସା ସାଉଁଟୁଛନ୍ତି । ସମସ୍ତଙ୍କ ମୁହଁରେ ଏବେ କାଚା ବାଦାମ ଗୀତ । ଏହି ଗୀତରେ ଏବେ ତାଙ୍କ ପ୍ରଶଂସକ ଛୁଆ ଠାରୁ ବୃଦ୍ଧ ଯାଏଁ ସଭିଏଁ ନିଜ ନିଜର ଢ଼ଙ୍ଗରେ ତାଳ ଦେଇ ନାଚିବାରେ ଦେଖିବାକୁ ମିଳୁଛି ।

ଦେଖନ୍ତୁ ଭାଇରାଲ ହୋଇଥିବା କିଛି ଲୋକ ପ୍ରିୟ ଭିଡ଼ିଓ

Leave a comment