୮ ବର୍ଷ ପରେ ନ୍ୟାୟ: ଶିଶୁକନ୍ୟା ଦୁଷ୍କର୍ମ ମାମଲାରେ ୧୦ ବର୍ଷ ଜେଲ ଦଣ୍ଡ

0

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ):ଶିଶୁକନ୍ୟା ଦୁଷ୍କର୍ମ ମାମଲାରେ ୧୦ ବର୍ଷ ଜେଲ ଦଣ୍ଡ । ଦୋଷୀ ସଞ୍ଜିତ ବାଗ୍ କୁ ଦଣ୍ଡାଦେଶ କଲେ ସମ୍ବଲପୁର ସ୍ୱତନ୍ତ୍ର ପୋକ୍ସୋ କୋର୍ଟ । ୧୦ ବର୍ଷ ଜେଲ ସହ ୧୫ ହଜାର ଟଙ୍କା ଜରିମାନା ମଧ୍ୟ କରାଯାଇଛି ।

ସୁଚନା ଅନୁସାରେ ସମ୍ବଲପୁର ଜିଲ୍ଲା ୨୦୧୪ରେ ଯୁଯୁମରା ଅଚଂଳରେ ୩ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ହୋଇଥିଲା । ବିସ୍କୁଟ ଖାଇବାକୁ ଡ଼ାକିନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ତେବେ ବର୍ତ୍ତମାନ ୮ ବର୍ଷ ପରେ ଦୋଷୀକୁ ଦଣ୍ଡ ମିଳିଛି ।

Leave a comment