ଚାକିରି ଏବଂ ବିବାହ ହୋଇପାରୁ ନଥିଲେ କଣ କରିବେ
ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆଜି ଆମେ ଆପଣଙ୍କୁ ଏମିତି କିଛି ମହତ ବାଣୀ ବିଷୟରେ କହିବୁ ଜାହା ଆପଣଙ୍କୁ ଆପଣଙ୍କ ଜୀବନରେ ବହୁତ ସାହାର୍ଯ୍ୟ କରିବ । ତେବେ ଆସନ୍ତୁ ଜାଣିବା । ବନ୍ଧୁଗଣ ପ୍ରତିଦିନ ଦୁଇ ଗ୍ଲାସ ଉସୁମ ପାଣି ପିଇଲେ ହଜମ ଭଲ ହେବା ସହିତ ହୃଦ ରୋଗ ଆଶଙ୍କା କମ ହୁଏ , ଖାଇ ସାରିବା ପରେ ଗାଧାନ୍ତୁ ନାହିଁ କିମ୍ବା ସଙ୍ଗେ ସଙ୍ଗେ ଶୁଅନ୍ତୁ ନାହିଁ ଏହା ଶରୀର ପାଇଁ କ୍ଷତି କାରକ ହୋଇଥାଏ । ବସିଲା ବେଳେ ଅଣ୍ଟା ସିଦ୍ଧା କରି ବସିଲେ ଅଣ୍ଟା ବିନ୍ଧି ଭଲ ହେବା ସହିତ ମେରୁଦଣ୍ଡ ଠିକ ରହେ , ଘର ର ଡ୍ରଇଙ୍ଗ ରୁମ ରେ ସାଧୁ ସନ୍ଥ ଙ୍କ ଆଶୀର୍ବାଦ ଦେଖିବା ଫୋଟ ଲଗାଇଲେ ବହୁତ ଶୁଭ ହୋଇଥାଏ , ଠାକୁର ଘରେ ଶଙ୍ଖ ରଖିଲେ ଏବଂ ଶଙ୍ଖ ବଜାଇଲେ ଘର ର ଆର୍ଥିକ ସମସ୍ୟା ଦୂର ହୋଇଥାଏ , ଠାକୁର ଘରେ କର୍ପୁର ରଖିଲେ କିମ୍ବା ଜଳାଇଲେ ମନର ଅଶାନ୍ତି ଦୂର ହୋଇ ଶାନ୍ତି ଆସିଥାଏ । ଯଦି ସ୍ୱାମୀ ଏବଂ ସ୍ତ୍ରୀ ମଧ୍ୟ ରେ ଝଗଡା ଲାଗୁଥାଏ ତେବେ ଶୁକ୍ରବାର ଦିନ ମାତା କାଳିଙ୍କ ର ଦର୍ଶନ କଲେ ଏହି ସମସ୍ୟା ଦୂର ହୋଇଥାଏ , ଯେଉଁ ଜାଗାରେ ବର ଗଛ କିମ୍ବା ଅସ୍ଥ ଗଛ ଅଛି ସେହି ଜାଗାରେ ଘର କଲେ ତାହା ଅଶୁଭ ହୋଇଥାଏ , ନିଜ ମନକୁ ନିୟନ୍ତ୍ରଣ କରିପାରି ରଖୁଥିବା ଲୋକ ଜୀବନ ରେ ବହୁତ ସଫଳତା ହାସଲ କରିଥାଏ ।
ଯଦି ଆପଣ ଙ୍କର କୈଣସି ଇଚ୍ଛା ପୁରଣ ହେଲା ନାହିଁ ତେବେ ଜାଣିବେ ଆପଣ ଙ୍କୁ ଆପଣ ଙ୍କ ର ଇଚ୍ଛା ଠାରୁ ବହୁତ ଅଧିକ କିଛି ମିଳିବାର ଅଛି , ଯେଉଁ କାର୍ଯ୍ୟ ଆପଣ ଖୁସି ସହକାର ରେ କରନ୍ତି ସେହି କାର୍ଯ୍ୟ ଆପଣ ଙ୍କୁ ଖୁସି ଦେବା ସହ ଆପଣଙ୍କୁ ସଫଳତା ମଧ୍ୟ କରାଇଥାଏ , ଓଁ ରାଂ ରାହାବେ ନମଃ .. ଏହି ମନ୍ତ୍ର ଜପ କଲେ ଧନ ହାନୀ ହୋଇ ନଥାଏ , ଓଁ ହଂ ହନୁମତେ ନମଃ.. ଏହି ମନ୍ତ୍ର ଜପ କଲେ ଅଟକି ଯାଇ ରହିଥିବା ସମସ୍ତ କାର୍ଯ୍ୟ ଖୁବ ଶୀଘ୍ର ହୋଇଯାଏ । ଶୋଇବା ଘରେ କେବେ ବି ଅଇଁଠା ବାସନ ରଖନ୍ତୁ ନାହିଁ ଏହା ଦ୍ୱାରା ଆପଣ ଙ୍କ ସ୍ୱାସ୍ଥ୍ୟ ଜନୀତ ସମସ୍ୟା ଦେଖା ଦେଇଥାଏ , ଯଦି ଆପଣ ରାତି ରେ ଶୋଇବା ସମୟରେ ଖରାପ ସ୍ୱପ୍ନ ଦେଖୁଥାନ୍ତି ତେବେ ଆପଣ ଙ୍କ ବିଛଣା ତଳେ କିଛି ଲୁହା ଜିନିଷ ରଖି ଶୋଇବା ଭଲ ହୋଇଥାଏ , ବିବାହ ବିଳମ୍ବ ହେଉଥିଲେ ଗୁରୁବାର ଦିନ ହଳଦୀ ରଙ୍ଗ ର ବସ୍ତ୍ର ଧାରଣ କରନ୍ତୁ ଏବଂ ଘରେ ରାଧାକୃଷ୍ଣ ଙ୍କର ମୁର୍ତ୍ତୀ ରଖନ୍ତୁ । ଯଦି ଚାକିରୀ ମିଳୁ ନଥାଏ ତେବେ ପ୍ରତିଦିନ ସକାଳୁ ଉଠି ସାତ ପ୍ରକାର ର ଦାନା ମିଶାଇ ପକ୍ଷୀ ଙ୍କୁ ଖାଇବାକୁ ଦିଅନ୍ତୁ , ସ୍ୱାମୀ ଏବଂ ସ୍ତ୍ରୀ ସୁଖୀ ଦାମ୍ପତ୍ୟ ଜୀବନ ପାଇଁ ଘରେ ରାଧାକୃଷ୍ଣ ଙ୍କ ର ଫୋଟ ଲଗାଇବା ଉଚିତ , ଖାଇ ସାରିବା ପରେ ଥାଳି ରେ ହାତ ଧୁଅନ୍ତୁ ନାହିଁ ଏହା ଅମଙ୍ଗଳ ହୋଇଥାଏ ।