୨୦୨୪ରେ ଇସ୍ରୋର ଶୁକ୍ର ଅଭିଯାନ

0

ବେଙ୍ଗାଲୁରୁ : ଚନ୍ଦ୍ର ଓ ମଙ୍ଗଳ ଅଭିଯାନ ପରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ବର୍ତ୍ତମାନ ଶୁକ୍ରଗ୍ରହ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବାକୁ ପ୍ରସ୍ତୁତି ଚଳାଇଛି ।

ସୌରମଣ୍ଡଳର ସବୁଠାରୁ ଉତ୍ତପ୍ତ ଗ୍ରହର ମାନ୍ୟତା ପାଇଥିବା ଶୁକ୍ର ଅଭିମୁଖେ ୨୦୨୪ ଡିସେମ୍ବର ସୁଦ୍ଧା ମହାକାଶ ଯାନ ପଠାଇବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବୋଲି ଇସ୍ରୋ ଅଧ୍ୟକ୍ଷ ଏସ୍.ସୋମନାଥ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଯଦି ଏହି ଅଭିଯାନ ସଫଳ ହୁଏ, ତେବେ ୨୦୩୧ରେ ପରବର୍ତ୍ତୀ ଶୁକ୍ର ଅଭିଯାନକୁ କାର୍ଯ୍ୟକାରୀ କରାଯିବ ବୋଲି ସେ କହିଛନ୍ତି ।

Leave a comment