ଇତିହାସ ରଚିଲା ଇସ୍ରୋ ; ମହାକାଶକୁ ଉତକ୍ଷେପଣ କଲା ୭୫ଟି ସାଟେଲାଇଟ

0

ଇସ୍ରୋ ଇତିହାସରେ ଯୋଡି ହେଲା ନୂଆ ଅଧ୍ୟାୟ । SSLV ମାଧ୍ୟମରେ ମହାକାଶକୁ ଉତକ୍ଷେପଣ ହେଲା ୭୫ଟି ସାଟେଲାଇଟ । ଶ୍ରୀହରୀକୋଟାରୁ ଆଜାଦି କା ଅମୃତ ମହୋତ୍ସବ ଅବସରରେ ISRO ଏହି ଉହି ସାଟେଲାଇଟ SSLV-D1/EOS-02କୁ ଉତକ୍ଷେପଣ କରିଛି ।

୭୫ଟି ଗାଁର ୭୫୦ ଜଣ ସ୍କୁଲ୍‌ ଛାତ୍ରୀ ଏହି କ୍ଷୁଦ୍ର ସାଟେଲାଇଟ୍‌ର ଡିଜାଇନ୍ କରିଥିଲେ। ପ୍ରଥମଥର ପାଇଁ ଇସ୍ରୋ ପକ୍ଷରୁ କ୍ଷୁଦ୍ର ସାଟେଲାଇଟ୍‌ (Small Satellite Launch Vehicle-SSLV) ଲଞ୍ଚ୍‌ କରାଯାଇଛି। ଏହି SSLVର ଲମ୍ବ ୩୪ ମିଟର।

Leave a comment