ଆଜି ଦେଶ ପାଳୁଛି ୭୭ ତମ ସ୍ୱାଧୀନତା ଦିବସ, ଦେଶବାସୀଙ୍କ ଶୁଭେଚ୍ଛା ଜନନିଲେ ପ୍ରଧାନମନ୍ତ୍ରୀ

0

ଆଜି ସମଗ୍ର ଦେଶ ପାଳନ କରୁଛି ୭୭ ତମ ସ୍ୱାଧୀନତା ଦିବସ । ଜୀବନ ଦେଇଥିବା ଅମର ଶହୀଦମାନଙ୍କୁ ଆଜିର ଦିନରେ ସ୍ମରଣ କରାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ୭୭ ତମ ସ୍ୱାଧୀନତା ଦିବସରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତ। ସେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲେଖିଛନ୍ତି, ଆପଣ ସମସ୍ତଙ୍କୁ ସ୍ୱାଧୀନତା ଦିବସର ଶୁଭେଚ୍ଛା । ଏହି ଐତିହାସିକ ଅବସରରେ, ଅମୃତକାଳରେ ଏକ ବିକଶିତ ଭାରତର ସଂକଳ୍ପକୁ ଦୃଢ କରିବା । ଜୟ ହିନ୍ଦ !

Leave a comment