ଆଇଏଏସ୍ ସ୍ତରରେ ଅଦଳ ବଦଳ

0

ଓଡିଶା ଫାଷ୍ଟ( ବ୍ୟୁରୋ): ଆଇଏଏସ୍ ସ୍ତରରେ ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର । ସମ୍ବଲପୁର ଡିଭିଜନର ନୂଆ ଆରଡିସି ହୋଇଛନ୍ତି ନିରଞ୍ଜନ ସାହୁ । ପ୍ରଶାନ୍ତ ସେନାପତିଙ୍କୁ ଓବିସି, ଏସି, ଏସଟି ନିର୍ଦ୍ଦେଶକ ଦାୟିତ୍ୱ ଦିଆ ଯାଇଥିବା ବେଳେ  ଭି. ଜୟକୁମାର ଶର୍ମାଙ୍କୁ ଆୟୁଷ ନିର୍ଦ୍ଦେଶକ,  ଏନ. ଥିରୁମାଲା ନାୟକଙ୍କୁ ଲେବର କମିଶନର ଏବଂ ଅବୋଲି ନରଭାନେଙ୍କୁ ରାଉରକେଲା ଏଡିଏମ୍ ଦାୟିତ୍ୱ ମିଳିଛି ।

Leave a comment