ଜେଲରୁ ବାହାରିଲେ ବିଜୟ କେତନ
ଓଡିଶା ଫାଷ୍ଟ( ବ୍ୟୁରୋ):ଜେଲରୁ ବାହାରିଲେ I A S ଅଫିସର ବିଜୟ କେତନ ଉପାଧ୍ୟାୟ। ଏକ ଲକ୍ଷ ଟଙ୍କା ଲାଞ୍ଚ ନେବା ମାମଲାରେ ଗିରଫ ହୋଇଥିଲେ । ଗିରଫ ହୋଇ ଝରପଡା ଜେଲ୍ରେ
ଥିଲେ । କାଲି ତାଙ୍କୁ ହାଇକୋର୍ଟରୁ ଜାମିନ ମିଳିଥିଲା ।