ଏହି ସ୍ତ୍ରୀ ମାନେ ସ୍ୱାମୀଙ୍କ ସୁଖ ପାଇ ପାରନ୍ତି ନାହିଁ
ଆମେ ଆଜି ଆପଣ ମାନଙ୍କୁ ସେହି ନାମର ମହିଳା ମାନଙ୍କ ବିଷୟ ରେ କହିବା ପାଇଁ ଚାହିଁବୁ ଯେଉଁ ମାନଙ୍କୁ କେବେ ବି ନିଜର ସ୍ୱାମୀ ମାନେ ସନ୍ତଷ୍ଟ କରି ପାରନ୍ତି ନାହିଁ । ମାନେ ସେମାନଙ୍କୁ ସ୍ୱାମୀ ସୁଖ ମିଳେ ନାହିଁ । ଏମିତି ରେ ବିବାହ ହେଉଛି ଅତୁଟ ବନ୍ଧନ ଯେଉଁ ଠାରେ ଗୋଟିଏ ସ୍ୱାମୀ ଚାହେଁ କି ତାର ସ୍ତ୍ରୀ ବହୁତ ସୁନ୍ଦର ସୁଶିଳ ଏବଂ ନିରବ ଚିନ୍ନ ହୋଇ ଥାଉ , ତାର ସବୁ କଥା ମାନୁ ସେହି ପରି ବେଳେ ସ୍ତ୍ରୀ ମାନେ ବି ଭାବନ୍ତି କି ତାର ସ୍ୱାମୀ ସୁନ୍ଦର ବୁଦ୍ଧିବାନ ଏବଂ ତାଙ୍କୁ ଯେମିତି ସୁଖ ରେ ରଖୁ । ହେଲେ ଆମେ କହିବୁ ଯେଉଁ ମହିଳା ମାନଙ୍କ ବିଷୟରେ ସେମାନଙ୍କ ସ୍ୱାମୀ କେବେ ବି ସୁଖ ଦେଇ ପାରନ୍ତି ନାହିଁ । ତେବେ ଆସନ୍ତୁ ଜାଣିବା ପ୍ରଥମେ K ନାମର ମହିଳା ମାନେ ।ନିଜର ସ୍ୱାମୀ ଙ୍କୁ ବହୁତ ଭଲ ପାଆନ୍ତି । ସେମାନେ ସ୍ୱାମୀ ର ଦାୟୁତ୍ୱ କୁ ମନେ ପକାଇବା ବେଳେ ସ୍ୱାମୀ ତାଙ୍କ କଥା କୁ ସୁଣନ୍ତି ନାହିଁ । ଏହି ନାମ ର ମହିଳା ମାନେ ଘର କାମ ଏବଂ ଘର ଚଳେଇବାରେ ମାହିର୍ ଥାନ୍ତି ।
ଶେଷ ରେ S ନାମର ମହିଳା ମାନେ ବହୁତ ଧର୍ଜ୍ୟ ବାନ୍ ହୋଇ ଥାନ୍ତି । ଏମାନଙ୍କୁ ଅଣଦେଖା କଲେ ସେମାନେ ସହି ପାରନ୍ତି ନାହିଁ । ଏମାନେ ଚାହାଁନ୍ତି କି ପରିବବାର ଲୋକ ମାନେ କେମିତି ତାଙ୍କ ଉପରେ ସନ୍ତୁଷ୍ଟ ରୁହନ୍ତୁ । ହେଲେ ଏମାନେ କେବେ ବି ପରିବାର ଲୋକ ମାନଙ୍କ ଉପରେ ସନ୍ତୁଷ୍ଟ ରହି ପାରନ୍ତି ନାହିଁ । ଏବଂ ଏମାନେ ଚାହାଁନ୍ତି କି ଏମାନଙ୍କ ସ୍ୱାମୀ ସବୁ ବେଳେ ତାଙ୍କ ଉପରେ ପ୍ରସଂଶା ଢାଳନ୍ତୁ । ତେବେ ସେହି ପରି କ୍ଷେତ୍ର ରେ ଏମାନେ କେବେ ବି ସ୍ୱାମୀ ଙ୍କ ସୁଖ ପାଆନ୍ତି ନାହିଁ ।