ବଜ୍ରାଘାତରେ ମୃତକ ଙ୍କ ପରିବାର କୁ ସାହାଯ୍ୟ ର ପ୍ରତିଶ୍ରୁତି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତକାଲି ବଜ୍ରାଘାତ ରେ ଦାନଗଦି ବ୍ଲକ ରନଂଗାହୁଡ଼ି ଗ୍ରାମର ଶମ୍ଭୁ ଙ୍କର ମୃତ୍ୟୁ ହୋଇଥିଲା । ଏହି ଖବର ପାଇବାପରେ ସୁକିନ୍ଦା ବିଧାୟକ ଇଂ ପ୍ରୀତିରଞ୍ଜନ ଘଡେଇ ଶମ୍ଭୁଙ୍କ ଘରକୁ ଯାଇ ତାଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇବା ସହ ସମସ୍ତ ପ୍ରକାର ସାହାଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।