ଆପଣ ସବୁବେଳେ ଡିପ୍ରେସନରେ ରହୁଛନ୍ତି କି ? ତେବେ ଭଗବତ ଗୀତାର ଏହି ଶ୍ଳୋକକୁ ପ୍ରତିଦିନ ନିହାତି ପଢନ୍ତୁ
ଭଗବାନ ଶ୍ରୀକୃଷ୍ଣଙ୍କ ର କୁରୁକ୍ଷେତ୍ର ଯୁଦ୍ଧରେ ଅର୍ଜୁନଙ୍କ ମାଧ୍ୟମରେ ସଂସାର କୁ ଦେଇଥିବା ଜ୍ଞାନ କୁ ଗୀତା ଜ୍ଞାନ କୁହାଯାଇଥାଏ l ଗୀତକୁ ଅମୃତ ସନ୍ଦେଶ କୁହାଯାଇଥାଏ l ଶ୍ରୀମଦ ଭଗବତ ଗୀତା ସାରା ବ୍ରହ୍ମାଣ୍ଡ ପାଇଁ ଗୋଟିଏ ଅନୁପମ ଉପହାର କହିଲେ ଅତ୍ୟୁକ୍ତି ହେବନାହିଁ l
ଶ୍ଳୋକ –
ଗୀତା ବିଷମ ରୁ ବିଷମ ପରିସ୍ଥିତି ରେ ମାର୍ଗ ଦର୍ଶନ କରାଇଥାଏ l ଏପରିସ୍ଥିତି ରେ ଏଭଳି କିଛି ଶ୍ଳୋକ ରହିଛି ଯାହା ମଣିଷ କୁ ଡିପ୍ରେସନ ସମସ୍ୟାରୁ ଦୁରେଇ ରଖିବାରେ ସାହାଯ୍ୟ କରିଥାଏ l
ସଂଘର୍ଷ ର ମୁକାବିଲା – ହତୋ ବା ପ୍ରାପ୍ୟସି ସ୍ୱର୍ଗମ, ଜିତ୍ୱା ବା ମୋକ୍ଷସେ ମହିମ l ତସ୍ମାତ ଉତିଷ୍ଠ କୌନ୍ତେୟ ଯୁଧାୟ କୃତନିଶ୍ବୟଃ l
ସଫଳତା ର ଅସଲି ମୂଳମନ୍ତ୍ର – କର୍ମଣ୍ୟେବାଧିକାରସ୍ତେ ମା ଫଳେସୁ କଦାଚନ , ମା କର୍ମଫଳହେତୁଭୁର୍ମା ତେ ଷଡ଼ଗୋଅଶ୍ୱତ୍ୱକର୍ମଣି l
ଇନ୍ଦ୍ରିୟ କୁ କାବୁ କରିବା ପାଇଁ – ଶ୍ରଦ୍ଧାବାନଲଭତେ ଜ୍ଞାନଂ ତତ୍ପରଃ ସଂଜତେଇନ୍ଦ୍ରିୟାୟଃ , ଜ୍ଞାନଂ ଲବ୍ଧବା ପରାଂ ଶାନ୍ତିମଚୀରେ ଣଲଧିଗଛତି l
କ୍ରୋଧ ନକରିବା ପାଇଁ – କ୍ରୋଧାଦଭବତୀ ସଂମହଃ ସଂମହାତତସ୍ମୃତିବିଭ୍ରମଃ, ସ୍ମୃତିଭ୍ରାଂଷଧୁଧୀନସ ବୁଧୀନାଶାତପ୍ରଣଶ୍ୟତି l
ଧର୍ମର ଗ୍ଲାନି ନହେବା ପାଇଁ – ୟଦା ୟଦl ହିଁ ଧର୍ମସ୍ୟ ଗ୍ଲାନିରଭବତୀ ଭାରତଃ , ଅଭ୍ୟୁର୍ଥାଂଧର୍ମସ୍ୟ ତଦାତ୍ମାନଂ ସୃଜଲମ୍ୟହଂ l
ଶାସ୍ତ୍ର ଅନୁସାରେ ଏହି ଦିବ୍ୟ ମନ୍ତ୍ର ପାଠ କରିବାର ମହତ୍ୱ -:
– ଶାସ୍ତ୍ର ଅନୁସାରେ ମନ୍ତ୍ରପାଠ ମଧ୍ୟ ମଣିଷ ଜୀବନ ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ l
– ଯାହାଦ୍ୱାରା ମଣିଷ ଜିବନର ସ୍ଥିତି ବଦଳି ଯାଇଥାଏ l
– ମଣିଷ ଶରୀର ମଧ୍ୟରେ ସକାରାତ୍ମକ ଉର୍ଜା ଜାଗ୍ରତ ହୋଇଥାଏ l
– ସମସ୍ତ ପ୍ରକାର କ୍ଳେଶ, ଦୁଃଖ ଓ ରୋଗ ର ସମାପ୍ତି ଘଟିଥାଏ l
– ମଣିଷ ଜୀବନ ଆଧ୍ୟାତ୍ମିକ ରାସ୍ତାରେ ପରିଚାଳିତ ହୋଇଥାଏ l