ଆରମ୍ଭରୁ ବିରୋଧୀଙ୍କ ହୋହଲ୍ଲା, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଧାନସଭା ଶୀତ ଅଧିବେଶନର ଗୁରୁବାର ଦ୍ବିତୀୟ ଦିନ । ବିରୋଧୀଙ୍କ ହୋହଲ୍ଲା ଯୋଗୁଁ ଗୃହକୁ ମୁଲତବୀ ରଖିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ ରଖାଯାଇଛି ।

ଉଲ୍ଲେଖଯୋଗ୍ୟ ଯେ, ହତ୍ୟା, ଗଣଦୁଷ୍କର୍ମ, ନାବାଳିକା ଚାଲାଣ, ମହିଳାଙ୍କୁ ଅସମ୍ମାନ, ଆଇନ ଶୃଙ୍ଖଳାର ଅବନତି, ଅପ୍ରସହ ରୋକିବାରେ ରାଜ୍ୟ ସରକାରଙ୍କ ନାହିଁ ନିୟନ୍ତ୍ରଣ ମୁଲତବୀ ପ୍ରସ୍ତାବ ବିରୋଧୀ ଦଳ ବିଜେପି ପକ୍ଷରୁ ଦିଆଯାଇଥିଲା ।

Leave a comment