ପୁଣି ସୌମ୍ୟଙ୍କୁ କେଞ୍ଚେ ଦେବେ କି ସରକାର !! ଦେଖନ୍ତୁ ଭିଡ଼ିଓ

0

ପୁଣି ସୌମ୍ୟଙ୍କୁ କେଞ୍ଚେ ଦେବେ କି ସରକାର । ଏହା ଆମେ କହୁନାହୁଁ । ଗତ କାଲି ଖଣ୍ଡପଡା ନିର୍ବାଚନ ମଣ୍ଡଳୀର ଶତାଧିକ ବିଜେଡ଼ି କର୍ମୀଙ୍କର ମୁଖ୍ୟମନ୍ତ୍ରୀଙ୍କ ଗ୍ରୀଭାନ୍ସ ଏବଂ ତୃତୀୟ ମହାଲର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା ହୋଇଛି ।

ସୌମ୍ୟଙ୍କୁ କିପରି ଖଣ୍ଡପଡା ନିର୍ବାଚନ ମଣ୍ଡଳୀ ପୁରାଇ ଦିଆଯିବ ନାହିଁ । ଆଗକୁ ନିର୍ବାଚନ ଥିବାରୁ ତାଙ୍କ ସମର୍ଥକଙ୍କୁ ନିଜ ସପକ୍ଷକୁ ଆଣିବାକୁ ଉଦ୍ୟମ କର । ନିର୍ବାଚନ ସମୟରେ ଯେପରି ସୌମ୍ୟ ଓ ତାଙ୍କ ସମର୍ଥକଙ୍କୁ ନେଇ କୌଣସି ସମସ୍ୟା ନ ହୁଏ ସେ ଦିଗରେ ସତର୍କ ରହିବାକୁ ଦିଆଯାଇଛି ନିର୍ଦ୍ଦେଶ ।

Leave a comment