ଭଗବାନ ଶ୍ରୀ କୃଷ୍ଣ କହିଛନ୍ତି ଧନପ୍ରାପ୍ତି ପୂର୍ବରୁ ମଣିଷକୁ ମିଳିଥାଏ ଏହି ଗୁପ୍ତ ସଙ୍କେତ

0

ବନ୍ଧୁଗଣ, ମଣିଷ ଧନବାନ ହେବା ପୂର୍ବରୁ ତାକୁ ମିଳିଥାଏ ଏହି ସଂକେତ । ଶ୍ରୀ କୃଷ୍ଣ କହିଛନ୍ତି ଯେ ଭଲ ସମୟ ଆସିବା ପରେ ମନୁଷ୍ୟ କୁ ଅହଂକାର କରିବା ଉଚିତ ନୁହେଁ । କାରଣ ଭଲ ସମୟ ସବୁଦିନ ରୁହେ ନାହିଁ । ଭଲ ସମୟ ପରେ ଖରାପ ସମୟ ମଧ୍ୟ ଆସିଥାଏ । ଅଧିକ ଧନ ଆସିଲେ ତାହାକୁ ଅଯଥାରେ ଖର୍ଚ୍ଚ କରିବା ଉଚିତ ନୁହେଁ । ଆସନ୍ତୁ ଜାଣିବା କିଛି ସଂକେତ ସମ୍ବନ୍ଧରେ ଯାହା ଦ୍ଵାରା ଆପଣ ଜାଣିପାରିବେ ଯେ ଆପଣଙ୍କ ଜୀବନରେ ଭଲ ସମୟ ଆସିବାକୁ ଯାଉଅଛି ।
୧;- ବ୍ରହ୍ମ ମୁହୁର୍ତ୍ତରେ ନିଦ ଭାଙ୍ଗିଲେ ଏହା ଶୁଭ ସଂକେତ ହୋଇଥାଏ । ଆପଣଙ୍କ ଜୀବନରେ କିଛି ବଡ ହେବାକୁ ଯାଉଅଛି ବୋଲି ଜାଣି ନିଅନ୍ତୁ ।
୨;- ଆପଣ ନିଜ ଘରେ ପୂଜା କରୁଛନ୍ତି ଏବଂ ସେହି ସମୟରେ ଆପଣଙ୍କ ଠାକୁର ଘରୁ ମୂର୍ତ୍ତି ଉପରୁ ଖସିବା, ଏହା ଈଶ୍ବରଙ୍କ ସଂକେତ ମାନଯାଇଥାଏ । ଇଶ୍ଵର ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି ବୋଲି ଜାଣି ନିଅନ୍ତୁ । ଏହା ସହିତ ସେ ଆପଣଙ୍କ ପୂଜା ସ୍ଵୀକାର କରିଛନ୍ତି । ଏହାକୁ ଅତ୍ୟନ୍ତ ଶୁଭ ମାନାଯାଇଥାଏ ।

୩;- ଆପଣ ବାହାରକୁ କୌଣସି କାର୍ଯ୍ୟ ରେ ଯାଇଛନ୍ତି ଏବଂ ସେଠାରେ ଆକାରଣରେ ତାଙ୍କ ଦ୍ଵାରା କିଛି ଧନ ମିଳିଥାଏ । ଏହାକୁ ଶୁଭ ସଂକେତ ବୋଲି ମାନାଯାଇଅଛି । ଆପଣ ଯେଉଁ କାର୍ଯ୍ୟ କୁ ଯାଉଅଛନ୍ତି ସେହି କାମ ମଧ୍ୟ ଆପଣଙ୍କ ର ସଫଳ ହେବ ।

୪;- ଚଢେଇ ମାନଙ୍କର ବସା ଯଦି ଆପଣଙ୍କ ଘରେ ବନାନ୍ତି ତେବେ ଏହା ଶୁଭ ସଂକେତ ହୋଇଥାଏ । ଏହି ସଂକେତ ରୁ ଯାନଯାଇଥାଏ ଯେ ଆପଣଙ୍କୁ ହଟାତ ଧନ ପ୍ରାପ୍ତି ହେବାକୁ ଯାଉଅଛି । କିନ୍ତୁ ଯଦି ଆପଣ ଚଢେଇ ର ଏହି ଘର କୁ ଭାଙ୍ଗି ଦେଇଥାନ୍ତି ତେବେ ଆପଣଙ୍କର ଆସିବାକୁ ଥିବା ଧନ ମଧ୍ୟ ଚାଲିକାଇଥାଏ ।

୫;- ଯଦି ଆପଣଙ୍କ ଘରେ ବିରାଡି ଛୁଆ ଜନ୍ମ କରିଥାଏ ତେବେ ଏହା ମଧ୍ୟ ଶୁଭ ସଂକେତ ଅଟେ । ଏହା ଆପଣଙ୍କ ଜୀବନରେ ଆସିବାକୁ ଯାଉଥିବା ଭଲ ସମୟର ଏହା ଇସାରା ଦେଇଥାଏ ।

୬;- ଆପଣ କୌଣସି କାମ କୁ ଯାଉଛନ୍ତି ଏବଂ ଆପଣଙ୍କର ହଟାତ ମନେ ପଡିଯାଇଥାଏ ଯେ ଆପଣ ନିଜର କୌଣସି ଜିନିଷ ଛାଡି ଦେଇଛନ୍ତି ତେବେ ଏହା ଖରାପ ସଂକେତ ଅଟେ । ଯଦି ରାସ୍ତାରେ ଚାଲୁଥିବା ସମୟରେ ମନେ ପଡେ ତେବେ ଏହାର ସଂକେତ ଉଦ୍ଧାର ଦେଇଥିବା ଟଙ୍କା ମିଳିଯିବ । ଅଥବା ଆପଣଙ୍କର ଆର୍ଥିକ ସ୍ଥିତି ମଜବୁତ ବୋଲି ମାନାଯାଇଥାଏ । ଏହା ଧନ ଲାଭ ର ମଧ୍ୟ ସଂକେତ ହୋଇଥାଏ ।
୭;- ଏକାଦଶୀ ଦିନ ଆପଣଙ୍କ ଘର ଦ୍ଵାର ନିକଟକୁ ଯଦି ଗୋ-ମାତା ଆସିଥାନ୍ତି ତେବେ ଏହା ଆପଣଙ୍କ ଖରାପ ସମୟ କଟିବାର ସଂକେତ ଅଟେ । ଏହା ଅତ୍ୟନ୍ତ ଶୁଭ ଅଟେ । ଏଣୁ ଆପଣ ଗୋ-ମାତା ଙ୍କୁ କିଛି ଖାଇବାକୁ ଦେଇ ପୂଜା କରନ୍ତୁ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a comment