ପିକ୍‌ନିକ୍‌ ଯାଇଥିବା ଯୁବତୀଙ୍କୁ ୨୨ ଜଣ ଗଣଦୁଷ୍କର୍ମ !

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପିକନିକ୍‌ ଯାଇଥିବା ଯୁବତୀଙ୍କ ସହ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ କରିଛନ୍ତି। ୨୨ ଜଣ ମିଶି ଯୁବତୀଙ୍କ ସହ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୋଲିସ ୧୭ ଅଭିଯୁକ୍ତଙ୍କୁ ଗିରଫ କରିଛି।

ଏଭଳି ଏକ ଅମାନୁଷିକ ଘଟଣା ଝାଡ଼ଖଣ୍ଡର ଜାମସେଦପୁରରେ ଥିବା ପରସୁଡୀୟ ଥାନା ଅଞ୍ଚଳରେ ଘଟିଛି। ପୀଡ଼ିତା କହିଛନ୍ତି ପିକ୍‌ନିକ୍‌ ପାଇଁ ଯାଇଥିଲେ। ତାଙ୍କ ସହ ଆହୁରି ୧୦୦ ଲୋକ ମଧ୍ୟ ଯାଇଥିଲେ। ସେମାନଙ୍କ ମଧ୍ୟରୁ ଚାନ୍ଦିନଚୌକ ଅଞ୍ଚଳରେ ରହୁଥିବା ୨୨ ଯୁବକଙ୍କ ନାଁରେ ଗଣଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି ଯୁବତୀ।

Leave a comment