ଗାନ୍ଧୀ ଜୟନ୍ତୀରେ ସାଇକେଲ ରାଲି ଆୟୋଜିତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗାନ୍ଧୀ ଜୟନ୍ତୀରେ ବାଘ ସୁରକ୍ଷାର ବାର୍ତ୍ତା। ସେଭ୍‌ ଟାଇଗର ଉଦେଶ୍ୟରେ ଦେଶର ବିଭିନ୍ନ ଟାଇଗର ରିଜର୍ଭରେ ସାଇକେଲ ରାଲି ଆୟୋଜିତ ହୋଇଥିବା ଦେଖିବାକୁ ମିଳିଛି।ବାରିପଦାର ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ଏକ ସାଇକେଲ ରାଲି କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ମମତା ମହାନ୍ତ, ଜିଲ୍ଲାପାଳ ବିନୀତ ଭରଦ୍ୱାଜ, ଉପଜିଲ୍ଲାପାଳ ଅନ୍ୟା ଦାସ ଓ ପିଡ଼ି ଡିଆରଡିଏ ଅନ୍ୱେଷା ରେଡ୍ଡୀ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ପରେ ସାଇକେଲ ରାଲି ବାରିପଦା ସହର ପରିକ୍ରମା କରିଥିଲା।

Leave a comment

You cannot copy content of this page