ଘରେ କଳି ଲାଗୁଛି କି ଏ ଗୋଟିଏ କାମ କରନ୍ତୁ ନିଶ୍ଚିତ ଶାନ୍ତି ଫେରି ପାଇବେ

0

ବନ୍ଧୁଗଣ ଯଦି ଗୋଟେ ପରିବାରରେ ବାରମ୍ବାର କ-ଳି ସୃଷ୍ଟି ହେଉଛି ତାହା ଦ୍ୱାରା ସବୁଠୁ ଅଧିକ କ୍ଷତି କଣ ହୋଇଥାଏ ଏବଂ ଯଦି ଆପଣଙ୍କ ପରିବାରରେ କୌଣସି ଅଶାନ୍ତି ଦେଖାଦେଉଛି ତାହେଲେ ତାକୁ ଦୂର କରିବା ପାଇଁ କଣ ବାଟ ରହିଛି ଆସନ୍ତୁ ଜାଣିବା।

ପ୍ରଥମ କଥା ହେଉଛି ଯଦି ଗୋଟେ ପରିବାରରେ କଳହ ଲାଗିରହେ ତାହା ଦ୍ୱାରା ଲକ୍ଷ୍ମୀ ଛାଡି ଚାଲିଯାଇଥାଆନ୍ତି ଏବଂ ଯଦି ପରିବାର ମଧ୍ୟରେ ଶିଷ୍ଟାଚାର ନଥାଏ ତାହା ଦ୍ୱାରା ଆପଣଙ୍କର ନାନାବିଧ ଅମଙ୍ଗଳ ହୋଇଥାଏ ଏବଂ ବଡ଼ ସାନ ଯଦି କେହି ନମାନେ ତାହେଲେ ଦାରିଦ୍ର୍ୟତା ମଧ୍ୟ ବଢିଥାଏ।

ତ ସବୁବେଳେ ଗୋଟେ କଥା ମନେରଖନ୍ତୁ ଯଦି ସ୍ୱାମୀ ଏବଂ ସ୍ତ୍ରୀ ମଧ୍ୟରେ ଯଦି କଳହ ସୃଷ୍ଟି ହେଉଛି କିମ୍ବା ପାଟି ତୁଣ୍ଡ ଲାଗିରହୁଛି ତାହେଲେ ଘରର ଅଶାନ୍ତି ଦେଖାଯିବା ସହିତ ଆପଣଙ୍କର ବହୁତ ମାତ୍ରାରେ ସମସ୍ୟା ଦେଖାଦେଇଥାଏ ଏବଂ ଲକ୍ଷ୍ମୀ ଅଶାନ୍ତି ହୋଇଥାନ୍ତି। ଯାହା ଦ୍ୱାରା ଆପଣଙ୍କର ଯେତିକି ମାତ୍ରାରେ ଉନ୍ନତି ହୋଇଥାଏ ଘରର ସେହି ପରିଣାମରେ ହୋଇନଥାଏ ଦରିଦ୍ର ଦିନକୁ ଦିନ ବଢିବାର ଲାଗିଥାଏ।ତ କେବେ ହେଲେବି ସ୍ୱାମୀ ସ୍ତ୍ରୀ ମଧ୍ୟରେ ପଡୁନାହିଁ ଯାହା ଦ୍ୱାରା ଆପଣଙ୍କ ଉପରେ ଏସବୁ ପ୍ରଭାବ ପଡିଥାଏ। ତ ଏଠି ଗୋଟେ କଥା କହିବା ପାଇଁ ଯାଉଛୁ ଯେ ଯଦି ଆପଣଙ୍କ ପରିବାରରେ ବାରମ୍ବାର କଳହ ସୃଷ୍ଟି ହେଉଛି କିମ୍ବା ଅଶାନ୍ତି ଦେଖା ଦେଉଛି ତାହେଲେ ଆପଣ ମାନେ ଗୋଟେ କାମ କରନ୍ତୁ ଆପଣ ନିହାତି ଭାବେ ଗୀତାର ଭାଗବତ ପୁରାଣ ଶାସ୍ତ୍ର ଆଦିକୁ ପାଠ କରନ୍ତୁ।

ଯାହା ଦ୍ୱାରା ଆପଣଙ୍କ ଗୃହରେ ଲକ୍ଷ୍ମୀ ବାସ କରିବେ ଏବଂ ନାନାବିଧ ମଙ୍ଗଳ ହୋଇଥାଏ। ତାହା ଛଡା ଆପଣଙ୍କର ସନ୍ତାନ ମାନଙ୍କର ମଧ୍ୟ ମଙ୍ଗଳ ହୋଇଥାଏ। ତ ଏସବୁ କାର୍ଯ୍ୟ ଆପଣ ମାନେ ନିହାତି ଭାବେ କରନ୍ତୁ ଆପଣଙ୍କ ପରିବାରରେ ନିହାତି ଭାବେ ମଙ୍ଗଳ ହେବ। ତ ଶେଷରେ ଗୋଟେ କଥା ଜଣେଇଦେଉଛୁ ଯଦି ଆପଣଙ୍କ ଘରକୁ ଅତିଥି ଆସୁଛନ୍ତି ତାହେଲେ ଅତିଥୀଙ୍କ ସେବା କରନ୍ତୁ। ଯାହା ଦ୍ୱାରା ସବୁଠୁ ଅଧିକ ଲାଭ ହୋଇଥାଏ ଆପଣଙ୍କର।

ସର୍ବ ଦେବୀଙ୍କର ଆଶୀର୍ବାଦ ମିଳିଥାଏ ଆପଣଙ୍କୁ। ଆପଣଙ୍କର ଯେଉଁ ଘରର ଯେଉଁ ଅମଙ୍ଗଳ ହେଉଥାଏ ତାହା ଦୂର ହୋଇଯାଇଥାଏ। ଘର ପରିବାରରେ ଯେଉଁ କଳହ ସୃଷ୍ଟି ହେଇଥାଏ ତାହା ମଧ୍ୟ ଦୂର ହୋଇଯାଇଥାଏ। ତ ଏହି କାମକୁ ନିହାତି ଭାବେ କରନ୍ତୁ। ଯାହା ଦ୍ୱାରା ଆପଣଙ୍କ ପରିବାରରେ ଯଦି କୌଣସି କଳି ସୃଷ୍ଟି ହେଉଛି କିମ୍ବା ଅଶାନ୍ତି ଦେଖାଦେଉଛି ତାହେଲେ ଦୂର ହୋଇଯିବ।

Leave a comment