ମୃତ ବା ପିତୃ ପୁରୁଷଙ୍କ ଫଟୋ ଘରେ କେଉଁ ଜାଗାରେ ଲଗାଇଲେ ବଢି ଚାଲେ ଧନ ସମ୍ପତି

0

ବନ୍ଧୁଗଣ, ଆଜି ଆମ୍ଭେ କହିବାକୁ ଯାଉଅଛୁ ଯେ ମୃତ ପିତୃ ପୁରୁଷଙ୍କ ଫଟୋ ଗୃହର କେଉଁ ସ୍ଥାନରେ ଲଗାଇଲେ, ଧନର ବୃଦ୍ଧି ହୋଇଥାଏ ? ଏବଂ କେଉଁ ସ୍ଥାନରେ ଲଗାଇଲେ ଆପଣଙ୍କର କ୍ଷତି ହୋଇଥାଏ ? ସାଧାରଣତ ପ୍ରତ୍ୟକଙ୍କ ଗୃହରେ ପିତୃ ପୁରୁଷ ଙ୍କ ଫଟୋ ରହିଥାଏ । ଏଭଳି ମାନ୍ୟତା ରହିଅଛି ଯେ ପିତୃ ପୁରୁଷ ଙ୍କ ଫଟୋ ଗୃହରେ ଲଗାଇବା ଦ୍ଵାରା ଅଥବା ପିତୃ ପୁରୁଷଙ୍କ ପ୍ରତି  ସନମାନ ଭାବ ରଖିବା ଦ୍ଵାରା ଗୃହକୁ ଉନ୍ନତି ଆସିଥାଏ । ଏବଂ ଧନ ସମ୍ପଦ ରେ କେବେ ମଧ୍ୟ ଅଭାବ ହୋଇ ନଥାଏ ।ଏହା ସାହିତ ପିତୃ ପୁରୁଷ ଙ୍କ କୃପା ସର୍ବଦା ଆମ୍ଭ ମାନଙ୍କ ଉପରେ ରହିଥାଏ । ଏହା ଦ୍ଵାରା ଗୃହ ର ବ୍ୟକ୍ତି ମାନଙ୍କୁ ବହୁତ ପ୍ରକାରର ଲାଭ ହୋଇଥାଏ । ଏହା ସହିତ ପ୍ରତ୍ୟକ କାର୍ଯ୍ୟ ରେ ସଫଳତା ମିଳିଥାଏ । ଯଦି ପିତୃ ପୁରୁଷ ଙ୍କ ଫଟୋ ଭୁଲ ଜାଗାରେ ଲଗାଯାଇଥାଏ ତେବେ ଏହାର ମଧ୍ୟ ଅଶୁଭ ଫଳ ହୋଇଥାଏ । ଆସନ୍ତୁ ଜାଣିବା ଗୃହରେ କେଉଁ ଜାଗାରେ ଫଟୋ ଲଗାଇବା ଆବଶ୍ୟକ ଏବଂ କେଉଁ ଜାଗାରେ ଲଗାଇବା କଥା ନୁହେଁ ।

୧- ଆପଣ ଘରର ମନ୍ଦିର ଅଥବା ଯେଉଁ ସ୍ଥାନରେ ଆପଣ ପୂଜା ପାଠ କରୁଥାନ୍ତି ସେଠାରେ ପିତୃ ପୁରୁଷ ଙ୍କ ଫଟୋ ଆଦୌ ରଖନ୍ତୁ ନାହିଁ । ଠାକୁର ଘରେ ପିତୃ ପୁରୁଷ ଙ୍କ ଫଟୋ ରଖିବା ଅଶୁଭ ମାନାଯାଇଥାଏ । ଏହାର ବହୁତ ନକାରାତ୍ମକ ପ୍ରଭାବ ଆପଣଙ୍କ ଉପରେ ପଡିଥାଏ । ଏହାର ଫଳ ସର୍ବଦା ଅଶୁଭ ହୋଇଥାଏ ।
୨- ଉତ୍ତର ପୂର୍ବ କୋଣରେ ଇଶାନ କୋଣ ଥିଲେ ଆପଣ ଆପଣଙ୍କ ପିତୃ ପୁରୁଷ ଙ୍କ ଫଟୋ କୁ ଘରର ପୂର୍ବ ଦିଗରେ ଲଗାନ୍ତୁ ।

୩- ଠାକୁର ଘରର ଓଲଟା ଦିଗରେ ପିତୃ ପୁରୁଷ ଙ୍କ ଫଟୋ ଲଗାନ୍ତୁ ।
୪- ଆପଣ ଯେଉଁ ଘରେ ଶୟନ କରନ୍ତି ଯଦି ଆପଣ ସେହି ଘରର ଉତ୍ତର ପୂର୍ବ କୋଣରେ ପିତୃ ପୁରୁଷ ଙ୍କ ଫଟୋ କୁ ଲଗାଇଥାନ୍ତି ତେବେ ତାହା ବହୁତ ଶୁଭ ହୋଇଥାଏ ।

୫- ଘରର ନେତୃତ୍ଵ କୋଣ ଅର୍ଥାତ ଦକ୍ଷିଣ ପଶ୍ଚିମ କୋଣରେ ପିତୃ ପୁରୁଷ ଙ୍କ ଫଟୋ କେବେ ମଧ୍ୟ ଲଗାଇବେ ନାହିଁ ।

୬- ଯଦି ଆପଣ ଘରର ଉତ୍ତରପୂର୍ବ କୋଣରେ ପିତୃ ପୁରୁଷ ଙ୍କ ଫଟୋ ଲଗାନ୍ତି ତେବେ ଆପଣଙ୍କ ଘରର ଉନ୍ନତି ଅଟକିଜାଇଥାଏ । ଆପଣ ଏହି କଥାର ଧ୍ୟାନ ରଖନ୍ତୁ ।
୭- ଏହା ବ୍ୟତୀତ ଘରର ପଶ୍ଚିମ ଅଥବା ଦକ୍ଷିଣ ଦିଗରେ ପିତୃ ପୁରୁଷ ଙ୍କ ଫଟୋ ଲଗାଇବା ଘର ପାଇଁ ଅମଙ୍ଗଳ ସାବ୍ୟସ୍ଥ ହୋଇଥାଏ ।

Leave a comment