ବଢ଼ିଲା ମାଟ୍ରିକ୍ ଫର୍ମ ଫିଲ୍‌ଅପ୍ ଅବଧି

0

ମାଟ୍ରିକ୍ ଫର୍ମ ଫିଲ୍‌ଅପ୍ ଅବଧି ବୃଦ୍ଧି । ମାଟ୍ରିକ୍ ପରୀକ୍ଷା ଅନ୍‌ଲାଇନ୍ ଫର୍ମ ଫିଲଅପ୍ ଅବଧି ବଢ଼ିଲା । ଅକ୍ଟୋବର ୫ତାରିଖ ପର୍ଯ୍ୟନ୍ତ ଅବଧି ବଢ଼ାଇଲା ବୋର୍ଡ । ଏହା ପରେ ଆଉ ଅବଧି ବଢ଼ିବନି ବୋଲି ସ୍ପଷ୍ଟ କଲା ବୋର୍ଡ ।

Leave a comment