ଅରୁଣାଞ୍ଚଳ ପ୍ରଦେଶରେ ଭୂକମ୍ପ ଝଟ୍କା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଅରୁଣାଞ୍ଚଳ ପ୍ରଦେଶରେ ଅଞ୍ଜା ଅଞ୍ଚଳରେ ସୋମବାର ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି । ନ୍ୟାସନାଲ ସେଣ୍ଟର ଫର୍ ସିସ୍ମୋଲୋଜି ଅନୁସାରେ ରିକ୍ଟର ସ୍କେଲରେ ଭୂକମ୍ପ ତୀବ୍ରତା ୩.୭ ଥିଲା । ଏହି ଭୂକମ୍ପ ଫଳରେ କୌଣସି ଧନ ଜୀବନ ହାନି ହୋଇନାହିଁ।