ଏପରି ଯଦି ସ୍ୱପ୍ନ ଆସେ ତେବେ ଆପଣଙ୍କ ସହିତ ହୋଇପାରେ ଦୁର୍ଘଟଣା

0

ଆପଣ ଯଦି ସ୍ୱପ୍ନରେ ହାତୀ ଦେଖନ୍ତି ତେବେ ଆପଣଙ୍କ ଆର୍ଥିକ ସମସ୍ୟା ଦୂର ହେବା ସହ ଆପଣଙ୍କ ରୋଜଗାର କ୍ଷେତ୍ରରେ ମଧ୍ୟ ଅଗ୍ରଗତି ଦେଖାଦେବ।ଯଦି ଆପଣ ନଦୀରେ ପହଁରୁଥିବାର ଦେଖନ୍ତି ତେବେ ଆପଣଙ୍କ ବିପନ୍ନତା ଦୁରହେବ। ଆପଣଙ୍କ ଧନ, ଜନ ,ଗୋପଲଷ୍ମୀ ଆପଣଙ୍କ ଘରେ ଭରପୁରମାତ୍ରାରେ ରହିବ।

ଯଦି ଆପଣ ସ୍ବପ୍ନରେ ନିଜ ପିନ୍ଧା ଲୁଗାକୁ କଣ୍ଟା କିମ୍ବା ତାରରେ ଲାଗିଯାଇଥିବା ଦେଖନ୍ତି ତେବେ ତାହା ଆପଣଙ୍କ ପାଇଁ ଦୁଃଖର ସମ୍ବାଦ ନେଇଆସିଥାଏ। ଆପଣ ସମସ୍ୟାରେ ପଡିପାରନ୍ତି।

ଯଦି ଆପଣ ସ୍ୱପ୍ନରେ ସମୁଦ୍ର ମଧ୍ୟରେ ଥିବା ଜାହାଜ ଉପରେ ବସିଥିବାର ଦେଖନ୍ତି ତେବେ ଆପଣ ମକଦମାରେ ପଡିପାରନ୍ତି , ଏହାସହିତ ଆପଣଙ୍କ ପରାଜୟ ହେବା ସହ ବହୁତ ଅର୍ଥ ମଧ୍ୟ ହାନି ହୋଇଥାଏ ।

Leave a comment