ଭୁଲରେ ଶୁକ୍ରବାର ଦିନ କରନ୍ତୁ ନାହିଁ ଏହି ଭୁଲ, ନହେଲେ ହୋଇଯିବେ କାଙ୍ଗାଳ

0

ଶୁକ୍ରବାର ଦିନ କେବେ କରନ୍ତୁ ନାହିଁ ଏହି କାମ । ବିଶେଷ କରି ବିବାହିତା ମହିଳା ଙ୍କୁ ଏହିଭଳି ଭୁଲ କରିବାକୁ ବାରଣ କରାଯାଇଅଛି । ଶୁକ୍ରବାର ଦିନ ମଧ୍ୟ କିଛି ବିଶେଷ କାର୍ଯ୍ୟ କରିବା ନିମନ୍ତେ ମନାକରାଯାଇଅଛି । ଶାସ୍ତ୍ର ରେ ଏହା ସମ୍ବନ୍ଧରେ ଉଲ୍ଲେଖ ହୋଇଛି ବୋଲି ବହୁତ କମ ଲୋକେ ଏହା ଜାଣିଛନ୍ତି । ହିନ୍ଦୁଧର୍ମ ରେ ଶୁକ୍ରବାରର ଦିନ ଧନର ଦେବୀ ମାତା ଲକ୍ଷ୍ମୀ ଙ୍କର ମାନାଯାଇଅଛି । ଏହା ମାତା ଲକ୍ଷ୍ମୀ ଙ୍କୁ ସମର୍ପିତ ହୋଇଥାଏ ।

ଏହିଦିନ ଘରେ ବ୍ରତ କରିବା ସହିତ ଲକ୍ଷ୍ମୀ ମାତା ଙ୍କର ବିଶେଷ ଭାବରେ ପୂଜାର୍ଚ୍ଚନା କରାଯାଇଥାଏ । ମାତ୍ର ଆପଣ ଏହିଦିନ ଏହି ବିଶେଷ ଭୁଲ ମାନଙ୍କୁ କରିଥାନ୍ତି ତ ତେବେ ଧନର ନାସ ହେବାର ସମ୍ଭାବନା ବିଶେଷ କରି ହୋଇଥାଏ ।

-ମାନ୍ୟତା ରହିଅଛି ଯେ ଶୁକ୍ରବାର ଦିନ କେବେ ମଧ୍ୟ କାହାକୁ ଚିନି ଦେବା ଉଚିତ ନୁହେଁ । କାରଣ ଏଭଳି କରିବା ଦ୍ଵାରା ଶୁକ୍ରଗ୍ରହ କମଜୋର ହୋଇଥାଏ ଏବଂ ଜୀବନରେ ସୁଖ ସମୃଦ୍ଧି ଧନ ବୈଭବ ସବୁକିଛି ଶେଷ ହୋଇଯାଇଥାଏ ।

-ଶୁକ୍ରବାର ଦିନ କାହାଠୁ ପଇସା ଉଦ୍ଧାର ଆଣିବା ତଥା କାହାକୁ ଉଦ୍ଧାର ଦେବା ଦ୍ଵାରା ଘରର ଲକ୍ଷ୍ମୀ ଚାଲିଯାଇଥାନ୍ତି । ବିଶେଷ କରି ଶୁକ୍ରବାର ଦିନ ପଇସା ର ଆଦାନ ପ୍ରଦାନ ଏହି ଅବସ୍ଥାରେ କେବେ ମଧ୍ୟ କରନ୍ତୁ ନାହିଁ । ଏହାଦ୍ଵାରା ମାତା ଲକ୍ଷ୍ମୀ ଋଷ୍ଠ ହୋଇଯାଇଥାନ୍ତି । ବିଶେଷ କରି ଶୁକ୍ରବାର ଦିନ ଘରେ ଭଲ ଭାବରେ ସଫାସୁତରା କରିବା ନିହାତି ଆବଶ୍ୟକ । ଏହାଦ୍ଵାରା ମାତା ଲକ୍ଷ୍ମୀ ବହୁତ ପ୍ରସନ୍ନ ହୋଇଥାନ୍ତି।

– ଶୁକ୍ରବାର ଦିନ କନ୍ୟା, ମହିଳା ଅଥବା କିନ୍ନର ଙ୍କର ଅପମାନ କେବେ ମଧ୍ୟ କରିବା କଥା ନୁହେଁ ।

Leave a comment