ଶୋଇବାବେଳେ ଆଣ୍ଠୁ ତଳେ ତକିଆ ଦେଇ ଶୋଉଛନ୍ତି କି ? ମିଳିଥାଏ ସବୁ ଏଭଳି ଚମତ୍କାର ଫାଇଦା

ଅନେକ ଲୋକଙ୍କୁ ଦେଖିଚୁ ଶୋଇବା ସମୟରେ ଆଣ୍ଠୁ ତଳେ ତକିଆ ଜାକି ଶୋଇବାର ଦେଖିଥାଉ l ଏହି ଅଭ୍ୟାସ କୁ କେହି କେହି ଠିକ ରେ ନେଇଥିବା ବେଳେ ଆଉ କେହି କେହି ଗୋଟିଏ ବଦ ଅଭ୍ୟାସ ଭାବରେ ଗ୍ରହଣ କରି ଥାନ୍ତି l କିନ୍ତୁ ନିକଟରେ ହୋଇଥିବା ଗୋଟିଏ ଅଧ୍ୟୟନ ଅନୁସାରେ ଆଣ୍ଠୁ ରେ ତକିଆ ଜାକି ଶୋଇବାର ଚମତ୍କାର ଲାଭ ବିଷୟରେ କୁହାଯାଇଛି l
ଗୋଟିଏ ରିପୋର୍ଟ ଅନୁସାରେ ଯେତେବେଳେ ଆମେ ୨ଟି ଆଣ୍ଠୁ ମଧ୍ୟରେ ତକିଆ ରଖି ଶୋଇଥାଉ, ସେତେବେଳେ ପେଲଭିସ ନ୍ୟୁଟ୍ରାଲ ରହିଥାଏ ଓ ଆମର ମେରୁଦଣ୍ଡ ରାତିସାରା ସିଧା ରହିଥାଏ l ଏହି କାରଣରୁ ଟ୍ୱିସ୍ୟୁ ରେ ଷ୍ଟ୍ରେସ ଆସି ନଥାଏ l
ଆଣ୍ଠୁ ତଳେ ତକିଆ ଜାକି ଶୋଇବାର ଚମତ୍କାର ଲାଭ –
– ବ୍ୟାକ ପେନ ହେଉ କିମ୍ବା ହିପ ପେନ ହେଉ ଏହି ଦୁଇଟି ଯନ୍ତ୍ରଣା ହେଉଥିଲେ ଆଜିଠାରୁ ତକିଆ ଜାକି ଶୋଇବା ଅଭ୍ୟାସ କରି ଦିଅନ୍ତୁ l ଏହାଦ୍ୱାରା ଭଲ ନିଦ ଆସିବ ଓ ଯନ୍ତ୍ରଣା ରୁ ଆରାମ ମିଳିବ l
– ଲୋୟର ବ୍ୟାକ ଓ ହିପ ରେ ଯନ୍ତ୍ରଣା ରହୁଥିଲେ ଏହା କାଟିସ୍ନାୟୁଶୁଲ କାରଣରୁ ହୋଇଥାଏ l ଏଥିରୁ ଆରାମ ପାଇବା ପାଇଁ ଦୁଇ ଆଣ୍ଠୁ ମଧ୍ୟରେ ତକିଆ ଜାକି ଶୁଆନ୍ତୁ l
– ଯଦି ସାଇଟିକିଆ ସମସ୍ୟା ରହିଛି କିମ୍ବା ପିଠିର ଯନ୍ତ୍ରଣା ରହିଛି ତେବେ ଦୁଇ ଆଣ୍ଠୁ ମଧ୍ୟରେ ତକିଆ ଜାକି ଶୋଇବା ଖୁ ହିତକର ଅଟେ ଓ ଆରାମ ମିଳିଥାଏ l
– ଅନ୍ତୁ ମଝିରେ ତକିଆ ଦେଇ ଶୋଇବା ଦ୍ୱାରା ସ୍ପାଇନ ଆଲାଇନମେଣ୍ଟ ରେ କୌଣସି ପ୍ରକାର ସମସ୍ୟ ହୋଇ ନଥାଏ l
– ହାର୍ନିୟେଟେଡ଼ ଡିସ୍କ ର ପ୍ରୋବ୍ଲେମ ମେରୁଦଣ୍ଡ ଅଧିକ ପ୍ରଭାବ ପଡିବl ସମସ୍ୟା ଦେଖାଯାଇ ଥାଏ l ମେରୁଦଣ୍ଡ ସମ୍ୱନ୍ଧୀୟ ଯନ୍ତ୍ରଣାରୁ ଆରାମ ପାଇବା ପାଇଁ ଆଣ୍ଠୁ ତଳେ ତକିଆ ଦେଇ ଶୋଇବା ନିହାତି ଜରୁରୀ ଅଟେ l