ମୃତ୍ୟୁପରେ ମଣିଷ ସହିତ ଯାଇଥାଏ କେବଳ ଏହି ୪ ଜିନିଷ

ଦୁନିଆ ରେ ଯଦି କିଛି ସତ୍ୟ ଥାଏ ତେବେ ତାହା ହେଉଛି ଆମ ମୃତ୍ୟୁ । କାରଣ ଯିଏ ଏହି ଦୁନିଆ କୁ ଆସେ ସେ ଦିନେ ନା ଦିନେ ଏହି ଦୁନିଆ ରୁ ବିଦାୟ ନେଇଥାଏ ଏହା ନିଶ୍ଚିତ କାରଣ ଜନ୍ମ ଯଦି ସତ୍ୟ ତେବେ ମୃତ୍ୟୁ ମଧ୍ୟ ସତ୍ୟ ।କିନ୍ତୁ ମନୁଷ୍ୟ ଏହି ସତ୍ୟ କୁ ଜାଣି ମଧ୍ୟ ଏହି ସତ୍ୟ ରୁ ଦୌଡୁ ଥାଏ । ଏହାର କାରଣ ହେଉଛି ମୃତ୍ୟୁ ର ରହସ୍ୟ ବିଷୟରେ ସୂଚନା ନ ମିଳିବା । ତେବେ କଥାରେ କୁହନ୍ତି କି ଜନ୍ମ ହେଲା ବେଳେ ଆମେ ଖାଲି ହାତରେ ଆସିଥାଉ ଏବଂ ମୃତ୍ୟୁ ପରେ ଏ ଦୁନିଆ ରୁ ଯିବା ବେଳେ ମଧ୍ୟ ଖାଲି ହାତରେ ଯାଇଥାଉ । କିନ୍ତୁ ଏହା ଅଧା ସତ ଆମେ ଯେତେବେଳେ ଜନ୍ମ ନେଇଥାଉ ସେତେ ବେଳେ ଆମ ହସ୍ତରେ ଆମ ପୁରୁଣା ଜନ୍ମ ର କର୍ମ ର ଫଳ ଥାଏ ଏବଂ ମୃତ୍ୟୁ ପରେ ଏ ଜନ୍ମ ରେ କରିଥିବା କର୍ମ କୁ ନେଇ ଯାଇଥାଉ ।
ସେହି କର୍ମ ର ଆଧାର ରେ ହିଁ ଆଗକୁ ରାସ୍ତା ଖୋଲିଥାଏ । ଆମ ହିନ୍ଦୁ ଧର୍ମର ଗରୁଡ଼ ପୁରାଣ ଆଦି ରେ ମୃତ୍ୟୁ ର ଅନେକ ରହସ୍ୟ ସମ୍ବନ୍ଧରେ ବର୍ଣ୍ଣନା କରାଯାଇଛି । ତେବେ ଆସନ୍ତୁ ଆଜି ଆମେ ଜାଣିନେବା କି ମୃ-ତ୍ୟୁ ପରେ ମଣିଷ ସଙ୍ଗରେ କଣ ନେଇ ଯାଇଥାଏ ।ଗରୁଡ଼ ପୁରାଣ ଅନୁସାରେ ମନୁଷ୍ୟ ର ମୃ-ତ୍ୟୁ ପରେ ୧୨ ଦିନ ପର୍ଯ୍ୟନ୍ତ ସେ ନିଜ ଆ-ତ୍ମା ଜନ ଙ୍କ ଗହଣରେ ଥାଏ ଏବଂ ପି-ଣ୍ଡ-ଦା-ନ ଆଦି ସମସ୍ତ ତା ପାଖରେ ପହଂଚି ଥାଏ ତେବେ ୧୩ ଦିନ ରେ ଯମ ରାଜ ସେହି ମୃ-ତ ଆ-ତ୍ମା କୁ ନିଜ ସଙ୍ଗରେ ନେଇ ଯାଆନ୍ତି ତେବେ ଯମ ଲୋକ ଯିବା ପାଇଁ ମଧ୍ୟ ଦୁଇଟି ରାସ୍ତା ଥାଏ ଏକ ସୁଗମ ଏବଂ ଅନ୍ୟଟି ଦୁଗମ ।
ସୁଗମ ଏହା ନିଜ କର୍ମ ର ଅନୁସାରେ ଯାଇ ପାରିବେ ଯଦି କର୍ମ ଭଲ କରିଥିବେ ତେବେ ସୁଗମ ଏବଂ ସୁନ୍ଦର ରାସ୍ତା ରେ ଯିବେ ଏବଂ ଯଦି କର୍ମ ଖରାପ ଥିବ ତେବେ ଦୁଗମ ଏବଂ ଭୟାନକ ରାସ୍ତା ରେ ଯିବାକୁ ପଡ଼ିବ ତେଣୁ ସର୍ଵଦା ଭଲ କର୍ମ କରିବା ଆବଶ୍ୟକ । ତେବେ ଆସନ୍ତୁ ଜାଣିନେବା କି ମନୁଷ୍ୟ ମୃତ୍ୟୁ ପରେ ନିଜ ସହ କଣ ନେଇଥାଏ ।
୧- ପ୍ରଥମ ରେ ହେଉଛି ଇଚ୍ଛା, କାମନା । ଗରୁଡ଼ ପୁରାଣ ଅନୁସାରେ ଯେଉଁ ବ୍ୟକ୍ତି ମୃତ୍ୟୁ ଶଯ୍ୟା ରେ ପଡ଼ିଥାଏ ସେ ନିଜ ଆତ୍ମୀୟ ଲୋକ ଙ୍କୁ ଅନେକ କଥା କହିବା ପାଇଁ ଚାହିଁଥାଏ । କିନ୍ତୁ ସେହି ସମୟରେ ତାର ସମସ୍ତ ଇନ୍ଦ୍ରିୟ ଠିକ ଭାବରେ କାର୍ଯ୍ୟ କରି ନଥାଏ ତେଣୁ ସେ କିଛି କହି ପାରେ ନାହିଁ । ତେଣୁ ମୃତ୍ୟୁ ପରେ ତାର ସମସ୍ତ ଇଛା ମଧ୍ୟ ତା ସହ ଚାଲି ଯାଇଥାଏ ।
୨- ଦ୍ଵିତୀୟ ରେ ହେଉଛି କାମନା,ଏବଂ ବାସନା ସେହି ଭଳି ମୃତ୍ୟୁ ଶଯ୍ୟା ରେ ପଡିଥିବା ବ୍ୟକ୍ତି ନିଜ ପ୍ରିୟଜନ କିମ୍ବା ଖାଦ୍ୟ ପଦାର୍ଥ କିମ୍ବା ନିଜ ପୋଷା ଜୀବ ପାଇଁ ବାସନା ଥାଏ ଏବଂ ମୃତ୍ୟୁ ପରେ ସେହି କାମନା ଏବଂ ବାସନା ତା ସହ ହିଁ ପଳାଇ ଥାଏ ।
୩- ତୃତୀୟ ରେ ହେଉଛି କରଜ । ଜୀଵନ ରେ କୌଣସି ବ୍ୟକ୍ତି କୁ କାହାଠାରୁ କରଜ ନେବା ଉଚିତ ନୁହେଁ ଏବଂ ଯଦି କାହାଠାରୁ କରଜ ନେଇଥିବେ ତେବେ ତାକୁ ସମୟ ଜନିତ ସୁଜି ଦେବା ଉଚିତ । ଯଦି ଆମେ କରଜ ଯଦି ଠିକ ସମୟରେ ସୁଜି ନ ପାରିବା ଏବଂ ମୃ-ତ୍ୟୁ କିମ୍ବା ଆତ୍ମହତ୍ୟା କରି ଦେଇଥାଉ ତେବେ ସେହି କରଜ କୁ ଆମେ ନିଜ ସଙ୍ଗ ରେ ନେଇ ଯାଇଥାଉ ।
୪- ଚତୁର୍ଥ ରେ ହେଉଛି ପୁଣ୍ୟ । ଆପଣ ନିଜ ଜୀଵନ ରେ କରିଥିବା ପୁଣ୍ୟ କୁ ମୃ-ତ୍ୟୁ ପରେ ମଧ୍ୟ ଆମ ସଙ୍ଗରେ ନେଇ ଯାଇଥାଉ ଏବଂ ସେହି ପୁଣ୍ୟ ହିଁ ଆମକୁ ସ୍ୱର୍ଗ ପର୍ଯ୍ୟନ୍ତ ନେଇ ଯାଇଥାଏ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ