ପ୍ରଥମେ କାହାକୁ ମିଳିବ କରୋନା ଟିକା
ଓଡ଼ିଶା ଫାଷ୍ଟ(ବ୍ୟୁରୋ):କରୋନା ଭୂତାଣୁ ଯୋଗୁଁ ସାରା ବିଶ୍ୱରେ ଆତଙ୍କ ଖେଳିଯାଇଛି। ଏହାର ଟିକା ବାହାର କରିବା ପାଇଁ ମେଡିକାଲ ଟିମ ଓ ବୈଜ୍ଞାନିକମାନେ ଦିନରାତି ପରିଶ୍ରମ କରୁଛନ୍ତି। ଆଉ କିଛିମାସ ପରେ ବାରତରେ କରୋନା ଟିକା ଉପଲବ୍ଧ ହେବ। ତେବେ ଏଠାରେ ଏକ ବଡ ପ୍ରଶ୍ନ ଉଠୁଛି ଯେ, କରୋନା ଟିକା ପ୍ରଥମେ କାହାକୁ ମିଳିବ। ଏହାର ଜବାବ ରଖିଛନ୍ତି କେନ୍ତ୍ର ସ୍ୱାସ୍ଥ୍ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ।ସେ କହିଛନ୍ତି କରୋନା ଟିକା ସେହିମାନଙ୍କୁ ପ୍ରଥମେ ଦିଆଯିବ , ଯେଉଁମାନେ ଭାରରସକୁ ନେଇ ବ୍ୟବସାୟିକ ବିପଦକୁ ସାମ୍ନା କରୁଛନ୍ତି ଏବଂ ଯେଉଁମାନେ କରୋନା ଭାଇରସ ସହ ଲଢୁଛନ୍ତି। ସେ ଆକହିଛନ୍ତି ମାର୍ଚ୍ଚ ପ୍ରଥରୁ ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ଟିକା ଦିଆଯିବ।