ଫୋନି ପାଇଁ ସବୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଖୋଲିଥିବା ସ୍ବତନ୍ତ୍ର କଣ୍ଟ୍ରୋଲ ରୁମ ନମ୍ବର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଖୋଲିଥିବା ସ୍ବତନ୍ତ୍ର କଣ୍ଟ୍ରୋଲ ରୁମ ନମ୍ବର :
ପୁରୀ: ୦୬୭୫୨- ୨୨୩୨୩୭
ଗଞ୍ଜାମ: ୦୬୮୧୧-୨୬୩୯୭୮
ଖୋର୍ଦ୍ଧା: ୦୬୭୫୫-୨୨୦୦୦୨
ଜଗତସିଂହପୁର: ୦୬୭୨୪-୨୨୦୩୬୮
ଭଦ୍ରକ: ୦୬୭୮୪-୨୫୧୮୮୧
ବାଲେଶ୍ବର: ୬୭୮୨-୨୬୨୨୮୬/୨୬୨୬୪୭
କେନ୍ଦ୍ରାପଡ଼ା: ୦୬୭୨୭-୨୩୨୮୦୩
କଟକ: ୦୬୭୧-୨୫୦୭୮୪୨/୯୩୩୭୪୧୯୪୯୪
ଯାଜପୁର: ୦୬୭୨୮-୨୨୨୬୪୮
କନ୍ଧମାଳ: ୦୬୮୪୨-୨୫୩୬୫୦/୨୫୫୬୦୨
ଗଜପତି: ୦୬୮୧୫-୨୨୨୯୪୩
ନୟାଗଡ଼: ୦୬୭୫୩-୨୫୨୯୭୮
ରାୟଗଡ଼ା: ୦୬୮୫୬-୨୨୪୦୬୨/୨୨୪୦୮୨