ଶିକ୍ଷକ, ଛାତ୍ରୀ ଙ୍କୁ ଅସଦାଚରଣ କରିଥିବା ଅଭିଯୋଗ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱର ଚନ୍ଦ୍ରଶେଖରପୁରର ଏକ ଖ୍ୟାତି ସମ୍ପନ୍ନ ଜାତୀୟ ସ୍ତରର ସ୍କୁଲରେ ଦୁଇ ଜଣ ଛାତ୍ରୀ ଙ୍କୁ ଗଣିତ ଶିକ୍ଷକ ଅସଦାଚରଣ କରିଥବାର ଏକ ସଙ୍ଗୀନ ଅଭିଯୋଗ ହୋଇଛି । ପୋଲିସ ଏ ସମ୍ପର୍କିତ ଭିଡ଼ିଓ ଫୁଟେଜକୁ ଜବଦ କରିବା ସହ ଘଟଣାର ଅନୁସନ୍ଧାନ କରୁଛି ।

ସସୂଚନା ଅନୁଯାୟୀ, ଘଟଣାଟି ଗତ ମାସ ୯ତାରିଖରୁ ହୋଇଥଲା ବେଳେ ସ୍କୁଲ କର୍ତ୍ତୃପକ୍ଷ କେବଳ ଅଭିଯୁକ୍ତ ଶିକ୍ଷକଙ୍କୁ ବହିଷ୍କାର କରିଦେଇ ସମ୍ପୂର୍ଣ୍ଣ ଘଟଣାକୁ ଚାପି ଦେବାକୁ ବସିଛନ୍ତି ବୋଲି ଅବିଭାବକ ମାନେ ଅଭିଯୋଗ କରିଛନ୍ତି । ପୋଲିସ ଘଟଣା ସମ୍ପର୍କରେ ଅଧିକ ତଦନ୍ତ କରୁଥିବା ବେଳେ ପିଡିତା ଛାତ୍ରୀଙ୍କର ମଧ୍ଯ ବୟାନ ରେକର୍ଡ କରାଯାଇଥିବା ଜଣାପଡିଛି।

Leave a comment