ଶିଶୁ ଶ୍ରମିକ ଉଦ୍ଧାର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଯାଜପୁର ଜିଲ୍ଲା ବ୍ରହ୍ମବରଦା ଅଞ୍ଚଳ ରୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ବ୍ରହ୍ମବରଦା ଫାଣ୍ଡି ର ମିଳିତ ଉଦ୍ୟମରେ ପାଞ୍ଚ ଜଣ ଶିଶୁ ଶ୍ରମିକ ଙ୍କୁ ଉଦ୍ଧାର କରାଯାଇଛି।

Leave a comment