ବରିଷ୍ଠ ଓଏଏସ୍ ଅଫିସର ସ୍ତରରେ ଅଦଳବଦଳ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟ ସରକାର ଗତକାଲି ବରିଷ୍ଠ ଓଏଏସ୍ ଅଫିସର ସ୍ତରରେ ଅଦଳବଦଳ କରିଛନ୍ତି । ଏହି ଅଦଳବଦଳକୁ ନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁସାରେ ବାରିଷ୍ଠ ଓଏଏସ୍ ଅଫିସରଙ୍କୁ ମିଳିଥିବା ଦାୟିତ୍ବ ହେଲା :

୧. ଜୟନ୍ତ ଷଡ଼ଙ୍ଗୀ – ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବ, ଓଡ଼ିଆ ବିଶ୍ୱବିଦ୍ୟାଳୟର ଓଏସଡି

୨. ଶୁଭକାନ୍ତ ମିଶ୍ର – ବୋର୍ଡ ଅଫ ରେଭନ୍ୟୁର ଭୁବନେଶ୍ୱରସ୍ଥିତ ଅତିରିକ୍ତ ରିଭିଜିନାଲ କୋର୍ଟରେ ଅତିରିକ୍ତ କମିଶନର

୩. ମୁରଲୀଧର ମଲ୍ଲିକ – ଗୃହ ବିଭାଗର ସ୍ୱତନ୍ତ୍ର ସଚିବ

୪. ବିନୟ କୁମାର ଦାଶ – ପୁରୀ ଅତିରିକ୍ତ ଜିଲ୍ଲାପାଳ

୫. ବ୍ରହ୍ମାନନ୍ଦ ବେହେରା – ରାଜସ୍ୱ ପର୍ଷଦ କାର୍ଯ୍ୟାଳୟର ଯୁଗ୍ମ ସଚିବ

୬. ମିର୍ଦ୍ଧା ଟପୋ – ବରଗଡ଼ର ଅତିରିକ୍ତ ଜିଲ୍ଲାପାଳ

୭. ପ୍ରଦୀପ କୁମାର ସାହୁ – ପୁରୀ ଅତିରିକ୍ତ ଜିଲ୍ଲାପାଳ

୮. ଅଞ୍ଜାଲିନା ପ୍ରଧାନ – ବୁର୍ଲା ବଡ଼ ମେଡିକାଲର ପ୍ରଶାସନିକ ଅଧିକାରୀ

୯. ବସନ୍ତ କୁମାର ହୋତା – ଗୃହ ବିଭାଗର ଉପସଚିବ

୧୦. ଅନାମ ଚରଣ ପାତ୍ର – ଗଞ୍ଜାମ ଆରଆଇସି ଜେନେରାଲ ମ୍ୟାନେଜର

୧୧. ସୁମିତା ସିଂହ – କଟକ ଶିଶୁଭବନର ପ୍ରଶାସନିକ ଅଫିସର

୧୨. ସୂର୍ଯ୍ୟମାଧବ ପାଣିଗ୍ରାହୀ – ଅତିରିକ୍ତ କମିଶନର, ବ୍ରହ୍ମପୁରସ୍ଥିତ ଗଞ୍ଜାମ – କୋରାପୁଟ ପ୍ରମୁଖ ବନ୍ଦୋବସ୍ତ କାର୍ଯ୍ୟାଳୟ

Leave a comment