ବଦଳିଲେ କମିଶନରେଟ ପୋଲିସର ଅନେକ ଅଧିକାରୀ । ପଢନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବଦଳିଲେ କମିଶନରେଟ ପୋଲିସର ଏସିପି ଓ ଇନ୍ସପେକ୍ଟର ପାହ୍ୟାର କିV ଅଧିକାରୀ । ନୂତନ ଭାବେ ମିଳିଥିବା ଦାୟିତ୍ୱ ଗ୍ରହଣ କରିଥିବା ଅଧିକାରୀ ମନେ ହେଲେ :

* ଭୁବନେଶ୍ବର:-

୧. ଅନୁପ କୁମାର କାନୁନଗୋ – ଭୁବନେଶ୍ୱର ଟ୍ରାଫିକ ଏସିପି

୨. କିଶୋର କୁମାର ପାଣିଗ୍ରାହୀ – କମିଶନରେଟ ପୁଲିସ ମୁଖ୍ୟାଳୟରେ ଏସିପି

୩. ଦୁର୍ଗାପ୍ରସାଦ ତ୍ରିପାଠୀ – ଅତିରିକ୍ତ ଡିସିପି, କମିଶନରେଟ ପୁଲିସ ମୁଖ୍ୟା କାର୍ଯ୍ୟାଳୟ(କ୍ରାଇମ ଓ ଜୁଡିସିଆଲ ସେକ୍ସନ୍ ଦାୟିତ୍ୱ)

୪. ସଞ୍ଜିବ କୁମାର ଶତପଥୀ – ସ୍ପେଶାଲ ସ୍କ୍ୱାର୍ଡ ଏସିପି, ଭୁବନେଶ୍ୱର କମିଶନରେଟ ପୁଲିସ

୫. ସୁରେନ୍ଦ୍ର କୁମାର ବଳ – ଭୁବନେଶ୍ୱର ଟ୍ରାଫିକ ଥାନା ଆଇଆଇସି

୬. ଲକ୍ଷ୍ମୀଧର ସେଠ – ଭୁବନେଶ୍ୱର ଡିଆଇବି ଇନ୍ସପେକ୍ଟର

୭. ଦୁର୍ଗାପ୍ରସାଦ ଜେନା – ଖଣ୍ଡଗିରି ଥାନାର ଅତିରିକ୍ତ ଆଇଆଇସି

୮. ରାଧାକାନ୍ତ ସାହୁ – ବାଲିପାଟଣା ଥାନା ଆଇଆଇସି

* କଟକ:-

୧. ସତ୍ୟରଞ୍ଜନ ମଲ୍ଲିକ – ଜୋନ୍ – ୪ ଏସିପି, କଟକ କମିଶନରେଟ ପୁଲିସ

୨. ମନୋରଞ୍ଜନ ବିଶ୍ୱାଳ – ଏସିପି, କଟକ ପୁଲିସ ଡିଆଇବି

୩. ତୁଷାରକାନ୍ତ ସେଠୀ — ମଧୁପାଟଣା ଥାନା ଆଇଆଇସି

୪. ଲକ୍ଷ୍ମୀପ୍ରସାଦ ଶତପଥୀ – ଚାଉଳିଆଗଞ୍ଜ ଥାନା

୫. କୃଷ୍ଣପ୍ରସାଦ ଦାଶ – ଆଇୟୁସିଏଡବ୍ଲ୍ୟୁ ଏସିପି, କଟକ

୬. ମନୋଜ ରୋଶନ ବିଲୁଙ୍ଗ – ଆଇଆଇସି, କଟକ ଟ୍ରାଫିକ ଥାନା

୭. ରାଧାକାନ୍ତ ସାହୁ – କଟକ ସଦର ଥାନା

୮. କୃପାସିନ୍ଧୁ ବରଦା – କଟକ ସଦର ଥାନା

୯. ପିଟି ଗଣେଶ ସାହୁ – ଲାଲବାଗ ଥାନା

Leave a comment