ରାଜ୍ୟ ପ୍ରଶାସନିକ ସ୍ତରରେ ଅଦଳବଦଳ, ପଢନ୍ତୁ କାହାକୁ ମିଳିଲା କେଉଁ ବିଭାଗ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟ ପ୍ରଶାସନିକ ସ୍ତରରେ ଆଜି ଅଦଳବଦଳ ହୋଇଛି । ପଢନ୍ତୁ କାହାକୁ ମିଳିଲା କେଉଁ ବିଭାଗ:
୧. ଅସିତ ତ୍ରିପାଠୀ – କେବିକେ ମୁଖ୍ୟ ପ୍ରଶାସକ
୨. ଏସପି ଠାକୁର – ଗୋପବନ୍ଧୁ ଏକାଡେମୀର ନିର୍ଦ୍ଦେଶକ
୩. ସି.ଜେ ବେନୁଗୋପାଳ – ରାଜସ୍ୱ ବୋର୍ଡର ସଦସ୍ୟ
୪. ଦେଓ ରଞ୍ଜନ କୁମାର ସିଂ – ବିଜ୍ଞାନ ଓ ବୈଷୟିକ ବିଭାଗର ଅତିରିକ୍ତ ଦାୟିତ୍ୱ
୫. ନୀତିନ ଚନ୍ଦ୍ରା – ସାଧାରଣ ପ୍ରଶାସନ ବିଭାଗର ସ୍ୱତନ୍ତ୍ର ଦାୟିତ୍ୱ
୬. ରଞ୍ଜନା ଚୋପ୍ରା – ଏସସି ଓ ଏସଟି ବିଭାଗର ପ୍ରମୁଖ ସଚିବ
୭. ସୁଶୀଲ ଲୋହାନୀ – ବାଣିଜ୍ୟକ ଟିକସ କମିଶନର
୮. ବୀର ବିକ୍ରମ ଯାଦବ – ସମବାୟ ବିଭାଗର କମିଶନ
୯. ଆର ରଘୁପ୍ରସାଦ – ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ଏବଂ ଓମଫେଡର ଏମଡି ଭାବେ ଅତିରିକ୍ତ ଦାୟିତ୍ୱ
୧୦. ବିଶାଳ ଗଗନ – ଜଳସମ୍ପଦ ବିଭାଗର ସ୍ୱତନ୍ତ୍ର ସଚିବ
୧୧. କ୍ରିଷ୍ଣନ କୁମାର – ପୂର୍ତ୍ତ ବିଭାଗର ସଚିବ
୧୨. ଭାସ୍କର ଜ୍ୟୋତି ଶର୍ମା – ସାମାଜିକ ସୁରକ୍ଷା ସଚିବ
୧୩. ଅର୍ଚ୍ଚନା ପଟ୍ଟନାୟକ – ଉଠା ଜଳସେଚନ ବିଭାଗର ନିର୍ଦ୍ଦେଶନ ଭାବେ ଅତିରିକ୍ତ ଦାୟିତ୍ୱ
୧୪. ସଚିନ ରାମଚନ୍ଦ୍ର ଯାଦବ – ଅନୁସୂଚିତ ଜନଜାତି ବିଭାଗର ନିର୍ଦ୍ଦେଶକ
୧୫. ଆଇପିଏସ ଅରୁଣ ବୋଥ୍ରା – ସେସୁର ସିଇଓ ଭାବେ ଅତିରିକ୍ତ ଦାୟିତ୍ୱ