ବସ୍‌କୁ ନେଇ ଯାଉଥିଲେ ଚୋର, ବାଟରେ ଘଟିଲା ଦୁର୍ଘଟଣା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କଟକ ଓଏମପି ଛକ ନିକଟରେ ଦୁର୍ଘଟଣା ଏଜ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ କେହି ମୃତାହତ ହୋଇ ନାହାନ୍ତି। ଦୁର୍ଘଟଣାଗ୍ରସ୍ତ ବସଟିକୁ ଚୋରି କରି ନେଉଥିଲେ।
ତେବେ କିଛି ଲୋକ ବସ୍ ଟିକୁ ଚୋରୀ କରିନେଇଥିବା ଚୋରଙ୍କ ପିଛା କରିଥିଲେ । ଏହାଦେଖି ଚୋରମାନେ ବ୍ୟତିବ୍ୟସ୍ତ ହୋଇ ଦୁର୍ଘଟଣା ଘଟାଇଥିବା ସୂଚନା ମିଳିଛି । ଘଟଣାରେ ପୋଲିସ କିଛି ଅଭିଯୁକ୍ତଙ୍କୁ ଅଟକ ରଖି ତଦନ୍ତ କରୁଛି ।

Leave a comment