୨୬ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ବରରୁ ୨୬ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ । ଜଣେ ଗିରଫ, ୫ ହଜାର ଟଙ୍କା ଜବତ ହୋଇଛି । । ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଚାଲିଥିଲା ଡିଲ୍ । ସାଦା ପୋଷାକରେ ବ୍ରାଉନ ସୁଗର ବେପାରୀକୁ କାବୁ କଲା ଲକ୍ଷ୍ମୀ ସାଗର ଥାନା ପୋଲିସ । ୨୬୦ ଗ୍ରାମର ବ୍ରାଉନସୁଗର ଜବତ ହୋଇଛି । କ୍ଷୀରୋଦ ସାହୁ ନାମକ ଜଣେ ବେପାରୀକୁ ଧରିଲା ପୋଲିସ । ବାଲେଶ୍ୱରରୁ ବ୍ରାଉନସୁଗର ନେଇ ଆସୁଥିବା ବେଳେ ମାଡ଼ି ବସିଲା ଟିମ୍ ।