ବ୍ରଜରାଜନଗର ଉପନିର୍ବାଚନ : ବିଜେପି ପ୍ରାର୍ଥୀ ରାଧାରାଣୀ

0

ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ବିଜେପି ପକ୍ଷରୁ ରାଧାରଣୀ ପଣ୍ଡାଙ୍କୁ ବ୍ରଜରାଜନଗର ପାଇଁ ପ୍ରାର୍ଥୀ କରାଯାଇଛି। ବିଜେପି ନିର୍ବାଚନ ରଣନୀତିକୁ ଦୃଷ୍ଟିରେ ରଖି ମହିଳା କାର୍ଡ ଖେଳିଥିବା ସାଧାରଣରେ ଚର୍ଚ୍ଚା ହେଉଛି ।

ଏଯାଏ ବ୍ରଜରାଜନଗର ପାଇଁ ବିଜେଡି କି କଂଗ୍ରେସ ତାଙ୍କର ପ୍ରାର୍ଥୀଙ୍କ ନାମ ଘୋଷଣା କରିନାହାନ୍ତି । ପୂର୍ବରୁ ବ୍ରଜରାଜନଗର ବିଧାୟିକା ହେଉଛନ୍ତି ରାଧାରାଣୀ ପଣ୍ଡା ।

Leave a comment