କମିଶନରେଟ ପୋଲିସ, ଉଇନର ଆସୋସିଏସନ ପକ୍ଷରୁ ଅନୁଷ୍ଠିତ ରକ୍ତଦାନ ଶିବିରକୁ ଉଦଘାଟନ କଲେ ସଞ୍ଜୟ ଦାସବର୍ମା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଉଇନର ଆସୋସିଏସନ ଓ କମିଶନରେଟ ପୋଲିସର ମିଳିତ ସହଯୋଗରେ ଆୟୋଜିତ ରକ୍ତଦାନ ଶିବିରକୁ ରାଜ୍ୟ ଯୋଜନା ବୋଡ଼ର୍ର ଉପାଦକ୍ଷ ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସବର୍ମା ଉଦଘାଟନ କରିଥିଲେ । ଏହ ରକ୍ତଦାନ ଶିବିରରେ ୩୮ ୟୁନିଟ ରକ୍ତ ସଗ୍ରୃହିତ ହୋଇଥିଲା ।

ଏହି ରକ୍ତଦାନ ଶିବିରରେ ଶ୍ରୀ ଅମରେଶ ଜେନା,ଶ୍ରୀ ପ୍ରଫୁଲ୍ଲ ସିଂ, ଦୁଗା ସାମନ୍ତରାୟ, ରୁଦ୍ର ସାମନ୍ତରାୟ, ଏସିପି ଲଳିତେନ୍ଦୁ ମହାନ୍ତି, ସ୍ୱାଶତୀ ମିଶ୍ର,ଉମାନାଥ ମିଶ୍ର, ନାରାୟଣ ମହାପାତ୍ର, ସରୋଜ ପାତ୍ର,ପ୍ରଦିପ୍ତ ମହାରଣା, ପଙ୍କଜ ପଟ୍ଟନାୟକ, ମନୋଜ ସାହୁ, ନବକିଶୋର ମହାଲିକ, ରଣଜିତ ରାୟ,ସନ୍ତୋଷ ରାୟ,ସୁରଜ ପ୍ରଧାନ, ମନୋରଞ୍ଜନ ପଲେଇ, ଲବ ପ୍ରଧାନ, ପ୍ରକାଶ ନାୟକ, ଦେବାଷିଶ ମହାରଣା, ଦିଲୀପ ସେଠୀ, ରାହୁଲ ପଲେଇ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Leave a comment