କାହାର ପାଦ ଧୂଳି ଘରେ ପଡିଲେ ଗରିବ ଲୋକ ବି ହୋଇଯାଏ ଧନୀ !

0

ସମସ୍ତଙ୍କ ଜୀବନରେ ଜ୍ୟୋତିଷ ଶାସ୍ତ୍ରର ବହୁତ ମହତ୍ତ୍ୱ ରହିଥାଏ । କହିବାକୁ ଗଲେ ଶାସ୍ତ୍ରରେ ବହୁତ ଅନୁଚିନ୍ତା ବିଷୟରେ କୁହାଯାଇଛି ଯାହାକୁ ଯଦି ଆପଣ ମାନି ଚଳିବେ ତେବେ ଆପଣଙ୍କର ବହୁତ ମଙ୍ଗଲ ଓ ସମତ କାର୍ଯ୍ୟରେ ସଫଳତା ମିଳିବ । ଏହା ସହିତ ଘରେ ସୁଖ ଶାନ୍ତିର ବାତାବରଣ ଦେଖିବାକୁ ମିଳିଥାଏ । ତେବେ ଚାଳନ୍ତୁ ଜାଣିବା ସେହି ଅନୁଚିନ୍ତା ଗୁଡିକ ଵିଷୟରେ । ଯାହାକି ଆପଣଙ୍କ ଜୀବନରେ ଆସୁଥିବା ଛୋଟ ଛୋଟ ବାଧାକୁ ଦୂର କରିବାରେ ସାହାର୍ଯ୍ୟ କରିବ ।

·  ଯଦି ଘର ଭିତରକୁ ମାଙ୍କଡ ପ୍ରବେଶ କରି ଯାଉଛି ତେବେ ଅର୍ଥ ହାନି ହୋଇଥାଏ । ଏହିଭଳି ସ୍ଥିତିରେ ବ୍ରାହ୍ମଣଙ୍କୁ ହନୁମାନ ଚାଳିଶା ସହିତ ଦକ୍ଷିଣା ଦାନ କରନ୍ତୁ ।

·     ଲୁଣକୁ ସବୁବେଳେ କାଚ ପାତ୍ରରେ ରଖନ୍ତୁ । ସେଥିରେ ଯଦି ୪ ଟି ଲବଙ୍ଗ ରଖିବେ ତେବେ ଆପଣଙ୍କ କରଜରୁ ମୁକ୍ତି ପାଇଯିବେ ।

·     ଘରେ କେବେ ବି କୁଲା କିମ୍ବା ଛାଞ୍ଚୁଣି ରଖିବା ଉଚିତ ନୁହେଁ । ଏହା·     ଘରର ଠାକୁର ଘରେ କେବଳ ମହାଭାରତର ବହି ରଖନ୍ତୁ । କିନ୍ତୁ ଘରର ଅନ୍ୟ କୌଣସି ଘରେ ମହାଭାରତ ବହି ରଖିବେ ନାହିଁ । ଅଶୁଭ ହୋଇଥାଏ ।
·     ସୋରିଷ ତେଲ ଓ ସିନ୍ଦୁର ମିଶାଇ ଘରର ମୁଖ୍ୟ ଦ୍ଵାରରେ ଟୀକା ଲଗାଇବା ଦ୍ଵାରା ଏହା ଶୁଭ ହୋଇଥାଏ ଓ ଧନ ବୁଦ୍ଧି
ହୋଇଥାଏ ।

·1ଧାରୁଆ ଜିନିଷ କିମ୍ବା ମୁନିଆ ଜିନିଷ କାହାକୁ ବି ଉପହାର ଦେବା ଉଚିତ ନୁହେଁ । ଏହା ଭୟଙ୍କର କ୍ଷତି ହୋଇଥାଏ ।
·
ରାତିରେ ଯଦି କୌଣସି ଅଶୁଭ ସ୍ଵପ୍ନ ଦେଖୁଛନ୍ତି ତେବେ ସକାଳେ ଉଠିବା ପରେ ଗୋଟିଏ ଘାସ ନେଇ ତାକୁ ମୁଣ୍ଡରେ ମାରି ଫୋପାଡି ଦିଅନ୍ତୁ । ଏହା ଦ୍ଵାରା ଅଶୁଭ ଦୂର ହୋଇଯିବ ।

Leave a comment