ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ, ସରକାର ସ୍ୱୀକାର କରନ୍ତୁ : ଅପରାଜିତା ଷଡ଼ଙ୍ଗୀ
ସମ୍ବଲପୁର ଘଟଣାକୁ ନେଇ ସରକାରଙ୍କୁ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଟାର୍ଗେଟ । ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ, ସରକାର ସ୍ୱୀକାର କରନ୍ତୁ ବୋଲି କହିଲେ । ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ବେଳେ ସରକାର ଶୋଇଛନ୍ତି । ଆଇନଶୃଙ୍ଖଳା ସରକାରଙ୍କ ନିୟନ୍ତ୍ରଣରେ ନାହିଁ ବୋଲି ସରକାର ସ୍ୱୀକାର କରନ୍ତୁ । ରାଜ୍ୟରେ ଆଇନଶୃଙ୍ଖଳା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇଗଲାଣି ବୋଲି କହିଛନ୍ତି ସାଂସଦ ଅପରାଜିତା ଷଢଙ୍ଗୀ ।