ନିଆଳି ପତ୍ରକଣା ବୁଥରେ ଗଣ୍ଡଗୋଳ, ବିଜେପି ଏଜେଣ୍ଟ ଆହତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନିଆଳିର ପତ୍ରକଣା ବୁଥରେ ଗଣ୍ଡଗୋଳ ଯୋଗୁ ଭୋଟଦାନ ବାଧାପ୍ରାପ୍ତ ହୋଇଛି । ଏହି ଗଣ୍ଡଗୋଳରେ ବିଜେପି ଏଜେଣ୍ଟ ଆହତ ହୋଇଛନ୍ତି । ବିଜେଡି ଏଜେଣ୍ଟ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି ।

ଏ ନେଇ ଥାନାରେ ବିଜେଡି ଏଜେଣ୍ଟଙ୍କ ନାଁରେ ଏତଲା ଦିଆଯାଇଛି । ତେବେ ଗଣ୍ଡଗୋଳ ଯୋଗୁ ପ୍ରାୟ ୧ଘଣ୍ଟା ହେବ ଭୋଟଦାନ ପ୍ରକ୍ରିୟା ବନ୍ଦ ରହିଛି ।

Leave a comment