ପୁଣି ଏହି ୨ ନେତାଙ୍କୁ ବିଦା କଲା ବିଜେଡି

0

କିଛି ଦିନର ନିରବତା ପରେ ପୁଣି ୨ଜଣ ବହିଷ୍କୃତ । ତିରିଂ ବ୍ଲକ ଅଧ୍ୟକ୍ଷ ପରମେଶ୍ୱର ସମାଡ଼ ଓ ଏସଡିସି ସଦସ୍ୟ ଜାଲେନ ନାଏକ ବିଜେଡିରୁ ବହିଷ୍କୃତ ହୋଇଥିବା ସୄଚନା ମିଳିଛି । ଦଳବିରୋଧୀ କାର୍ଯ୍ୟ ପାଇଁ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ତାଙ୍କୁ ବିଜେଡିରୁ ବହିଷ୍କାର କରାଯାଇଛି।

ପ୍ରକାଶ ଯେ, ଜନବିରୋଧୀ କାର୍ଯ୍ୟକୁ କେବେବି ପ୍ରଶୟ ଦେଇନାହାନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜନବିରୋଧୀ ନେତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନୂଆ ନୁହେଁ। ପୂର୍ବରୁ ମଧ୍ୟ ନିଜ ଦଳର ବିଧାୟକଙ୍କ ଜନବିରୋଧୀ କାର୍ଯ୍ୟ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ।

Leave a comment