ଜାଣନ୍ତୁ ବାସି ରୁଟିର ଆଶ୍ଚର୍ଯ୍ୟ ଜନକ ଫାଇଦା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆପଣମାନେ ଜାଣିଛନ୍ତି କି ବାସି ରୁଟି ଟି ଆମ ଶରୀର ପାଇଁ କେତେ ଲାଭଦାୟକ ଏବଂ କେତେ ହିତକାରୀ ହୋଇଥାଏ। ତେବେ ଚାଲନ୍ତୁ ଜାଣିବା। ପ୍ରାୟତଃ ଲୋକଙ୍କ ଘରେ ଯେବେବି ରାତ୍ରି ସମୟରେ ଯଦି ରୁଟି ବଳି ପଡ଼ିଥାଏ ତାକୁ ପ୍ରାୟତଃ ଆମେମାନେ ଫୋପାଡ଼ି ଦେଇଥାଉ କିନ୍ତୁ ବୋହୁତ ଲୋକ ଏହା ଜାଣନ୍ତି ନାହିଁ କି ବାସି ରୁଟି ଆପଣଙ୍କ ସ୍ଵସ୍ଥ ପାଇଁ ବୋହୁତ ଅଧିକ ଚମତ୍କାରି ଲାଭ ଦେଇଥାଏ। ଏହାର ଲାଭ ଜାଣିଲେ ଆପଣମାନେ ନିଜେ ବି ଆଶ୍ଚର୍ଯ୍ୟ ହୋଇଯିବେ। ଏଥିପାଇଁ ଆପଣମାନେ କେବେବି ରାତିରେ ବଳି ପଡ଼ିଥିବା ରୁଟିକୁ ଫୋପାଡନ୍ତୁ ନାହିଁ। ତାହାକୁ ସକାଳେ ଟିଫିନ୍ ରେ ବ୍ୟବହାର କରନ୍ତୁ। ଯଦି ଆପଣ ସକାଳର ଟିଫିନ୍ ରେ ବସି ରୁଟିର ବ୍ୟବହାର କରୁଛନ୍ତି ତେବେ ଆପଣ ପୁରା ଦିନ ଏନର୍ଜେଟିକ୍ ରହିଥାନ୍ତି। କାରଣ ବାସି ରୁଟିରେ ବୋହୁତ ଅଧିକ ଫାଇବର ରହିଥାଏ ଏହାଦ୍ବାରା ଆପଣଙ୍କୁ ଭୋକ ବି କମ୍ ଲାଗିଥାଏ ଏବଂ ଯେଉଁ ଲୋକର ଓଜନ ଅଧିକ ହୋଇଥାଏ ସେମାନଙ୍କ ୱେଟ୍ ଲସ୍ ବି ଅଧିକ ହୋଇଥାଏ।
ପୂର୍ବରୁ ତ ପାୟ ସାବୁଲୋକ ବାସି ରୁଟିକୁ ସକାଳୁ ହିଁ ଖାଉଥିଲେ ସେଥିପାଇଁ ସୁସ୍ଥ ରହୁଥିଲେ ଓ ତାଙ୍କର ପେଟ ବି ବାହାରକୁ ବାହାରୁ ନଥିଲା। କିନ୍ତୁ ଆଜିକାଲିର ବୋହୁତ ଲୋକ ପେଟ ବାହାରକୁ ବାହାରିବାର ସମସ୍ୟା ପାଇଁ ଚିନ୍ତିତ ରହୁଛନ୍ତି ଯଦି ଆପଣ ପ୍ରତିଦିନ ସକାଳେ ବାସି ରୁଟି ଖାଇଥାନ୍ତି ଏହାଦ୍ବାରା ଆପଣଙ୍କ ଭୋଜନ ହଜମ ହେବାରେ ଅଧିକ ସାହାଯ୍ୟ ମିଳିଥାଏ। ଏହାଦ୍ବାରା ଆପଣଙ୍କ ସ୍ବାସ୍ଥ୍ୟ ବି ଭଲ ରହିଥାଏ କିନ୍ତୁ ଦେଖନ୍ତୁ ଏହାକୁ ଯେପରି ଇଚ୍ଛା ସେପରି ଖାଇବେ ନାହିଁ। ବସି ରୁଟିକୁ ସର୍ବଦା କ୍ଷୀରରେ ପକାଇ ଛୋଟ ଛୋଟ କରି ଖାଇବା ଉଚିତ୍। ଯଦି ଆପଣ ସକାଳ ସମୟରେ ବାସି ରୁଟିକୁ ରେଗୁଲାର ଖାଉଛନ୍ତି ତ ଏହାଦ୍ବାରା ଆପଣଙ୍କୁ ଅଗଣିତ ଲଭ ମିଳିଥାଏ।
୧: ଆପଣଙ୍କର କେବେବି ପେଟଜନିତ ସମସ୍ୟା ଦେଖାଯାଇ ନଥାଏ ଏହା ଦ୍ୱାରା ପାଞ୍ଚନ କ୍ରିୟାଟି ଭଲ ହୋଇଥାଏ କାହିଁକି ନା ଏଥିରେ ବହୁତ ପରିମାଣର ଫାଇବର ମିଳିଥାଏ।
୨: ବାସି ରୁଟିକୁ ଖିରରେ ପକାଇ ଖାଇବା ଦ୍ୱାରା ଆପଣଙ୍କ ଶରୀରକୁ ବହୁତ ଅଧିକ ଶକ୍ତି ମିଳିଥାଏ।
୩: ଏହାର ଲାଭ ବ୍ଲଡ଼ ପ୍ରେସର ରୋଗୀମାନେ ଉଠାଇଥାନ୍ତି । ପ୍ରତିଦିନ ଖିରରେ ବାସି ରୁଟିକୁ ଖାଇବା ଦ୍ୱାରା ଆପଣଙ୍କ ବ୍ଲଡ଼ ପ୍ରେସର ନିୟନ୍ତ୍ରିତ ହୋଇଥାଏ ଓ ଏହା ସମ୍ବନ୍ଧିୟ ସମସ୍ତ ସମସ୍ୟା ଦୂର ହୋଇଥାଏ।
୪: ଯେଉଁ ଲୋକଙ୍କୁ ଡାଇବେଟିସ ସମସ୍ୟା ରହିଛି ସେମାନଙ୍କୁ ସର୍ବଦା ଖିରରେ ମିଠାର ବ୍ୟବହାର ନ କରି କେବଳ ବାସି ରୁଟି ପକାଇ ଖାଇବା ଦ୍ୱାରା ସୁଗାର ର ଲେବେଲ କଣ୍ଟ୍ରୋଲ ହୋଇଥାଏ।