ଘରେ ରଖନ୍ତୁ ଏହି ଛୋଟ ଜିନିଷ ହେବ ଧାନ ବୃଦ୍ଧି

ସବୁ ସମୟ ରେ ଛୋଟ ବଡ ବାସ୍ତୁ ମାନଙ୍କର ଆମ ଜୀବନରେ ବହୁତ ମହତ୍ୱ ରହିଛି । ଏହା ଆମ ଜୀବନରେ ଛୋଟ ହୋଇପାରେ ହେଲେ ଏହା ଜୀବନରେ ଧନ ବୃଦ୍ଧି କରିବାରେ ସହାଯ୍ୟ କରେ । ଘରେ ଏହି ସବୁ ଛୋଟ ଛୋଟ ବାସ୍ତୁ ରଖିବା ଦ୍ୱାରା ଆପଣ ମାନଙ୍କ ଘରକୁ ଧନ ଆସିବାକୁ ଲାଗେ ଆପଣ ମାନେ ବି ଯଦି ଧନବାନ ହେବାକୁ ଚାହାଁନ୍ତି ତେବେ ଘରେ ଏହି ସବୁ ବାସ୍ତୁକୁ ନିଶ୍ଚିତ ରଖନ୍ତୁ ।
ତେବେ ଆସନ୍ତୁ ଜାଣିନେବା ସେହି ଛୋଟ ବସ୍ତୁ ଗୁଡିକ କଣ ଅଟେ । ପ୍ରଥମେ ହେଲା ନେଉଳର ମୂର୍ତି ଏହା ଏମିତି ଏକ ଜିବ ଜାହା ଧନ ବୃଦ୍ଧି କରିବାରେ ସହାୟକ ହୋଇଥାଏ । ଧନ ର ଅଧିକାରୀ କୁବେର ଦେବ ବି ନେଉଳ କୁ ପାଖରେ ରଖିଥିଲେ । ଏଣୁ ନେଉଳର ମୂର୍ତିକୁ ପାଖରେ ରଖିଲେ ଘରେ ଧନର ବୃଦ୍ଧି ହୁଏ ।
ସେହିପରି ହନୁମାନଙ୍କର ପିନ୍ଧା ବସ୍ତ୍ର । ଯେଉଁ ମାନେ ଅଧିକ ଗରିବ ଅଟନ୍ତି ସେମାନଙ୍କ ପାଖକୁ ଧନ ଆସିବାର ମାର୍ଗ ବନ୍ଧ ହୋଇଯାଏ ସେମାନେ ଏହାକୁ ପାଖରେ ରଖିଲେ ସେମାନଙ୍କ ଘରକୁ ଧନ ର ଆଗମନ ହୋଇଥାଏ ।
ତିନିରେ ଯଦି କାହାକୁ ଧନର ଆବଶ୍ୟକତା ପଡେ ତେବେ ଅସତ୍ୱ ଗଛ , ବର ଗଛ , ସମୀ ଗଛ , ବେଲ ଗଛ ଏବଂ ଅଅଁଳା ଗଛ ମୂଳେ ଆପଣ ମାନେ ଚାରିମୂଖୀ ଦୀପ ଜାଳନ୍ତୁ ଦେଖିବେ ଆପଣ ମାନଙ୍କ ଘରେ ଧନର କେବେବି ଅଭାବ ହେବ ନାହିଁ ।
ସେହିପରି ଧନବାନ ହେବା ପାଇଁ ଆପଣମାନେ ଆପଣ ମାନଙ୍କ ଘରେ ଧନର ମୂର୍ତି ଅବଶ୍ୟ ରଖନ୍ତୁ । ଛୋଟ ବଡ ଜାହାବି ହେଲେ ଚଳିବ ହେଲେ ଆପଣମାନେ ଏହାକୁ ଘରର କୈଣସି ସ୍ଥାନରେ ବି ସ୍ଥାପନା କରିଲେ ଆପଣ ମାନେ ଦେଖିବେ କି ଆପଣ ମାନଙ୍କର ଧନ ବୃଦ୍ଧିରେ ବହୁତ ସହାୟକ ହେବ । ତେବେ ଆପଣମାନେ ମନେ କରି ଏହି ୪ ଟି କାମ କରି ଦିଅନ୍ତୁ ଦେଖିବେ ଆପଣ ମାନଙ୍କର ସବୁ ଦୁଃଖ ଦୂର ହୋଇଯିବ ।