୧୧ଟା ୩୦ ଯାଏଁ ଗୃହ ମୁଲତବୀ
ଗୃହ ଆରମ୍ଭରୁ ଉଠିଲା ବିଜେବି କଲେଜ ରାଗିଂ ପ୍ରସଙ୍ଗ । ଆରମ୍ଭରୁ ରାଗିଂ ପ୍ରସଙ୍ଗକୁ ନେଇ ବିଜେପି ଓ କଂଗ୍ରେସ ସଦସ୍ୟଙ୍କ ନାରାବାଜି ଦେଖିବାକୁ ମିଳିଥିଲା । ବାଚସ୍ପତିଙ୍କ ପୋଡିୟମ ଆଗରେ ବିରୋଧୀମାନେ ହୋହଲ୍ଲା ଆରମ୍ଭ କରିଦେଇଥିଲେ । ଯାହାଫଳରେ ଗୃହକୁ ଦିନ ୧୧ଟା ୩୦ ଯାଏଁ ମୁଲତବୀ କରିଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ ।