ଚାଷୀ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ହୋହାଲ୍ଲା; ୧୧:୩୦ ଯାଏଁ ଗୃହ ମୁଲତବୀ

0

ବିଧାନସଭାର ପ୍ରଶ୍ନକାଳରେ ବିରୋଧୀଙ୍କ ହୋହାଲ୍ଲା ଦେଖିବାକୁ ମିଳିଛି । ଗୃହର ମଧ୍ୟଭାଗକୁ ଆସି କଂଗ୍ରେସ ଏବଂ ବିଜେପିର ନାରାବାଜି । ଚାଷୀ ଆତ୍ମହତ୍ୟା ପ୍ରସଙ୍ଗ ଉଠାଇ ବିରୋଧ ପ୍ରଦର୍ଶନ ହେଉଥିବା ଦେଖିବାକୁ ମିଳିଛି । ଗୃହକୁ ୧୧:୩୦ ଯାଏଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।

Leave a comment

You cannot copy content of this page