୧୮ ରାଉଣ୍ଡରେ ସୁଦ୍ଧା ୫୯୦୦୦ ଭୋଟ ସହ ଅଳକା ମହାନ୍ତି ଶୀର୍ଷରେ

ବ୍ରଜରାଜନଗର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ବ୍ରଜରାଜନଗର ଉପନିର୍ବାଚନ ୧୯ ରାଉଣ୍ଡ ଭୋଟ ଗଣତି ଜାରି ରହିଛି । ୧୮ ରାଉଣ୍ଡରେ ସୁଦ୍ଧା ବିଜେପିର ରାଧାରାଣୀ ପଣ୍ଡା ଓ କଂଗ୍ରେସର କିଶୋର ପଟେଲଙ୍କୁ ପଛରେ ପକାଇ ୫୯୬୩୮ ଭୋଟରେ ବିଜେଡିର ଅଳକା ମହାନ୍ତି ଶୀର୍ଷରେ ଅଛନ୍ତି ।