ବୋର୍ଡ ପରୀକ୍ଷାରେ ୩୫ରୁ ୩୮ ରଖିଲେ ଛାତ୍ର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିହାର ଅରବାଲ ଅଂଚଳର ଜଣେ ଯୁକ୍ତ ଦୁଇ ଛାତ୍ର ଏକ ବିଷୟରେ ୩୫ ନମ୍ବରରୁ ୩୮ ନମ୍ବର ରଖିଛନ୍ତି। ସେ ଗଣିତ ଥିଓରୀ ପେପରରେ ଏହି ନମ୍ବର ରଖିଥିବା ବେଳେ ଅବଜେକଟିଭ ପ୍ରଶ୍ନପତ୍ରରେ ସମୁଦାୟ ୩୫ ମାର୍କରୁ ୩୭ ରଖିଛନ୍ତି ବୋଲି ରେଜଲ୍ଟ ପ୍ରକାଶ ପାଇଛି।

ପୂର୍ବରୁ ମଧ୍ୟ ବିହାର ବୋର୍ଡ ପରୀକ୍ଷା ଫଳରେ ଏଭଳି ତ୍ରୁଟି ପରିଲକ୍ଷିତ ହୋଇଛି। ତେବେ ଚଳିତ ବର୍ଷ ପରୀକ୍ଷାରେ ବୈଶାଳି ନାମକ ଜଣେ ଛାତ୍ରୀ ବିଲକୁଲ ବାୟୋଲୋଜି ପରୀକ୍ଷା ଦେଇ ନଥିବା ବେଳେ ସେ ୧୮ ନମ୍ବର ରଖିଛନ୍ତି ବୋଲି ରେଜଲ୍ଟ ପ୍ରକାଶ ପାଇଛି।

Leave a comment