୧୮ଟି ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା, ଦାମଙ୍କ ପୁଅ ହେଲେ ପରାଦୀପରୁ ପ୍ରାର୍ଥୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଜେଡି ପକ୍ଷରୁ ୧୮ଟି ବିଧାନସଭା ପ୍ରାର୍ଥୀ ଙ୍କ ନାମ ଘୋଷଣା କରାଯାଇଛି । ୧୮ଟି ବିଧାନସଭା ଆସନ ମଧ୍ୟରୁ ୯ଟି ଆସନରେ ପ୍ରାର୍ଥୀ ବଦଳାଇଛି ବିଜେଡି ।
୧୮ଟି ବିଧାନସଭା ପ୍ରାର୍ଥୀମାନେ ହେଲେ:
ପୁରୀ: ମହେଶ୍ୱର ମହାନ୍ତି
ଜଟଣୀ: ବିଭୁତି ବଳବନ୍ତ ରାୟ
ସୋର: ପର୍ଶୁରାମ ଧଡ଼ା
ତିର୍ତ୍ତୋଲ: ବିଷ୍ଣୁ ଦାସ
ପାରାଦୀପ: ସମ୍ବିତ ରାଉତରାୟ
ବଡ଼ଚଣା: ଅମର ଶତପଥୀ
କଟକ ବାରବାଟୀ: ଦେବାଶିଷ ସାମନ୍ତରାୟ
କଟକ ସଦର: ଚନ୍ଦ୍ରସାରଥୀ ବେହେରା
ସମ୍ବଲପୁର ରେଙ୍ଗାଲି: ରୀନା ତନ୍ତି
ମୟୁରଭଞ୍ଜ ଜସିପୁର: ଗୋଲକ ବିହାରୀ ନାୟକ
ମୟୁରଭଞ୍ଜ ବାଙ୍ଗରିପୋଷି: ସୁଦାମ ମାରାଣ୍ଡି
ମୟୁରଭଞ୍ଜ ସରସକଣା: ଅମର ସିଂ ଟୁଡୁ
ମୟୁରଭଞ୍ଜ ଉଦଳା: ଶ୍ରୀନାଥ ସୋରେନ
ବାଲେଶ୍ଵର: ଜୀବନ ପ୍ରଦୀପ ଦାଶ
ଜଳେଶ୍ବର: ଅଶ୍ୱିନୀ କୁମାର ପାତ୍ର
ବାଲେଶ୍ଵର ବଡ଼ସାହି: ବୃନ୍ଦାବନ ଦାସ
ଭଦ୍ରକ: ସଂଜୀବ ମଲ୍ଲିକ
ରାଜନଗର: ଧ୍ରୁବ ସାହୁ