୯ ଲୋକସଭା ଓ ୩୬ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ପାଇଁ ବିଜେଡି ସଭାପତି ନବୀନ ପଟ୍ଟନାୟକ ୯ ଲୋକସଭା ଆସନ ଓ ୩୬ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ୯ ଲୋକସଭା ଆସନରୁ ୭ଟି ସ୍ଥାନରେ ନୂଆ ମୁହଁ ଦେଖିବାକୁ ମିଳିଛି ଓ ସେମାନଙ୍କ ମଧ୍ୟରେ ୩ଜଣ ମହିଳା ଅଛନ୍ତି ।

୯ ଲୋକସଭା ପ୍ରାର୍ଥୀମାନେ ହେଲେ:

ଭୁବନେଶ୍ୱର: ଅରୂପ ପଟ୍ଟନାୟକ

କେନ୍ଦ୍ରାପଡା: ଅନୁଭବ ମହାନ୍ତି

ବାଲେଶ୍ୱର: ରବୀନ୍ଦ୍ର ଜେନା

ସମ୍ବଲପୁର: ନଳୀନି ପ୍ରଧାନ

ପୁରୀ: ପିନାକୀ ମିଶ୍ର

ଜଗତସିଂହପୁର: ରାଜଶ୍ରୀ ମଲ୍ଲିକ

ଯାଜପୁର: ଶର୍ମିଷ୍ଠା ସେଠୀ

ମୟୂରଭଞ୍ଜ: ଦେବାଶିଷ ମାରାଣ୍ଡି

ଭଦ୍ରକ: ମଞ୍ଜୁଲତା ମଣ୍ଡଳ

ସେହିପରି ୩୬ ବିଧାନସଭା ପ୍ରାର୍ଥୀମାନେ ହେଲେ:

ଏକାମ୍ର ଭୁବନେଶ୍ଵର: ଅଶୋକ ଚନ୍ଦ୍ର ପଣ୍ଡା

ବ୍ରହ୍ମଗିରି: ସଞ୍ଜୟ ଦାସବର୍ମା

ଆଳି: ପ୍ରତାପ କେଶରୀ ଦେବ

ସୁକିନ୍ଦା: ପ୍ରୀତିରଞ୍ଜନ ଘଡ଼େଇ

ବାଙ୍କି: ଦେବୀରଞ୍ଜନ ତ୍ରିପାଠୀ

ମାହାଙ୍ଗା: ପ୍ରତାପ କୁମାର ଜେନା

ଧର୍ମଶାଳା: ପ୍ରଣବ ବଳବନ୍ତରାୟ

ପାଟକୁରା: ବେଦପ୍ରକାଶ ଅଗ୍ରୱାଲା

ନୟାଗଡ଼: ଅରୁଣ କୁମାର ସାହୁ

ମହାକାଳପଡ଼ା: ଅତନୁସବ୍ୟସାଚୀ ନାୟକ

ଘଷିପୁରା: ବଦ୍ରି ନାରାୟଣ ପାତ୍ର

ବଡ଼ମ୍ବା: ଦେବୀ ପ୍ରସାଦ ମିଶ୍ର

ଭଣ୍ଡାରୀପୋଖରୀ: ପ୍ରଫୁଲ୍ଲ ସାମଲ

ବିଞ୍ଝାରପୁର: ପ୍ରମିଳା ମଲ୍ଲିକ

ସିମୁଳିଆ: ଜ୍ୟୋତିପ୍ରକାଶ ପାଣିଗ୍ରାହୀ

ଭୋଗରାଇ: ଅନନ୍ତ ଦାସ

ଚାନ୍ଦବାଲି: ବ୍ୟୋମକେଶ ରାୟ

ରେମୁଣା: ସୁଧାଂଶୁ ଶେଖର ପରିଡ଼ା

ବାସୁଦେବପୁର : ବିଷ୍ଣୁଦତ୍ତ ରାଉତରାୟ

ସାଲେପୁର: ପ୍ରଶାନ୍ତ ବେହେରା

କୁଚିଣ୍ଡା: କିଶୋର ନାୟକ

କେନ୍ଦୁଝର: ମାଧବ ସର୍ଦାର

ସତ୍ୟବାଦୀ: ଉମାକାନ୍ତ ସାମନ୍ତରାୟ

ରଣପୁର: ସତ୍ୟନାରାୟଣ ପ୍ରଧାନ

ଆଠଗଡ଼: ରଣେନ୍ଦ୍ର ପ୍ରତାପ ସ୍ଵାଇଁ

ଚୌଦ୍ଵାର, କଟକ: ସୗଭି ବିଶ୍ଵାଳ

ଢେଙ୍କାନାଳ: ସୁଧୀର କୁମାର ସାମଲ

ହିନ୍ଦୋଳ: ସୀମାରାଣୀ ନାୟକ

ତାଳଚେର: ବ୍ରଜକିଶୋର ପ୍ରଧାନ

ଛେଣ୍ଡିପଦା: ସୁଶାନ୍ତ କୁମାର ବେହେରା

କାମାକ୍ଷାନଗର: ପ୍ରଫୁଲ୍ଲ କୁମାର ମଲ୍ଲିକ

ପର୍ଜଙ୍ଗ: ଡ. ନୃସିଂହ ଚରଣ ସାହୁ

ଅନୁଗୁଳ: ରଜନୀକାନ୍ତ ସିଂହ

ଛେଣ୍ଡିପଦା: ସୁଶାନ୍ତ କୁମାର ବେହେରା

ତେଲକୋଇ: ପ୍ରେମାନନ୍ଦ ନାୟକ

ପାଟଣା: ଜଗନ୍ନାଥ ନାୟକ

କରଞ୍ଜିଆ: ବାସନ୍ତୀ ହେମ୍ରମ

Leave a comment