୯ ଲୋକସଭା ଓ ୩୬ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ପାଇଁ ବିଜେଡି ସଭାପତି ନବୀନ ପଟ୍ଟନାୟକ ୯ ଲୋକସଭା ଆସନ ଓ ୩୬ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ୯ ଲୋକସଭା ଆସନରୁ ୭ଟି ସ୍ଥାନରେ ନୂଆ ମୁହଁ ଦେଖିବାକୁ ମିଳିଛି ଓ ସେମାନଙ୍କ ମଧ୍ୟରେ ୩ଜଣ ମହିଳା ଅଛନ୍ତି ।
୯ ଲୋକସଭା ପ୍ରାର୍ଥୀମାନେ ହେଲେ:
ଭୁବନେଶ୍ୱର: ଅରୂପ ପଟ୍ଟନାୟକ
କେନ୍ଦ୍ରାପଡା: ଅନୁଭବ ମହାନ୍ତି
ବାଲେଶ୍ୱର: ରବୀନ୍ଦ୍ର ଜେନା
ସମ୍ବଲପୁର: ନଳୀନି ପ୍ରଧାନ
ପୁରୀ: ପିନାକୀ ମିଶ୍ର
ଜଗତସିଂହପୁର: ରାଜଶ୍ରୀ ମଲ୍ଲିକ
ଯାଜପୁର: ଶର୍ମିଷ୍ଠା ସେଠୀ
ମୟୂରଭଞ୍ଜ: ଦେବାଶିଷ ମାରାଣ୍ଡି
ଭଦ୍ରକ: ମଞ୍ଜୁଲତା ମଣ୍ଡଳ
ସେହିପରି ୩୬ ବିଧାନସଭା ପ୍ରାର୍ଥୀମାନେ ହେଲେ:
ଏକାମ୍ର ଭୁବନେଶ୍ଵର: ଅଶୋକ ଚନ୍ଦ୍ର ପଣ୍ଡା
ବ୍ରହ୍ମଗିରି: ସଞ୍ଜୟ ଦାସବର୍ମା
ଆଳି: ପ୍ରତାପ କେଶରୀ ଦେବ
ସୁକିନ୍ଦା: ପ୍ରୀତିରଞ୍ଜନ ଘଡ଼େଇ
ବାଙ୍କି: ଦେବୀରଞ୍ଜନ ତ୍ରିପାଠୀ
ମାହାଙ୍ଗା: ପ୍ରତାପ କୁମାର ଜେନା
ଧର୍ମଶାଳା: ପ୍ରଣବ ବଳବନ୍ତରାୟ
ପାଟକୁରା: ବେଦପ୍ରକାଶ ଅଗ୍ରୱାଲା
ନୟାଗଡ଼: ଅରୁଣ କୁମାର ସାହୁ
ମହାକାଳପଡ଼ା: ଅତନୁସବ୍ୟସାଚୀ ନାୟକ
ଘଷିପୁରା: ବଦ୍ରି ନାରାୟଣ ପାତ୍ର
ବଡ଼ମ୍ବା: ଦେବୀ ପ୍ରସାଦ ମିଶ୍ର
ଭଣ୍ଡାରୀପୋଖରୀ: ପ୍ରଫୁଲ୍ଲ ସାମଲ
ବିଞ୍ଝାରପୁର: ପ୍ରମିଳା ମଲ୍ଲିକ
ସିମୁଳିଆ: ଜ୍ୟୋତିପ୍ରକାଶ ପାଣିଗ୍ରାହୀ
ଭୋଗରାଇ: ଅନନ୍ତ ଦାସ
ଚାନ୍ଦବାଲି: ବ୍ୟୋମକେଶ ରାୟ
ରେମୁଣା: ସୁଧାଂଶୁ ଶେଖର ପରିଡ଼ା
ବାସୁଦେବପୁର : ବିଷ୍ଣୁଦତ୍ତ ରାଉତରାୟ
ସାଲେପୁର: ପ୍ରଶାନ୍ତ ବେହେରା
କୁଚିଣ୍ଡା: କିଶୋର ନାୟକ
କେନ୍ଦୁଝର: ମାଧବ ସର୍ଦାର
ସତ୍ୟବାଦୀ: ଉମାକାନ୍ତ ସାମନ୍ତରାୟ
ରଣପୁର: ସତ୍ୟନାରାୟଣ ପ୍ରଧାନ
ଆଠଗଡ଼: ରଣେନ୍ଦ୍ର ପ୍ରତାପ ସ୍ଵାଇଁ
ଚୌଦ୍ଵାର, କଟକ: ସୗଭି ବିଶ୍ଵାଳ
ଢେଙ୍କାନାଳ: ସୁଧୀର କୁମାର ସାମଲ
ହିନ୍ଦୋଳ: ସୀମାରାଣୀ ନାୟକ
ତାଳଚେର: ବ୍ରଜକିଶୋର ପ୍ରଧାନ
ଛେଣ୍ଡିପଦା: ସୁଶାନ୍ତ କୁମାର ବେହେରା
କାମାକ୍ଷାନଗର: ପ୍ରଫୁଲ୍ଲ କୁମାର ମଲ୍ଲିକ
ପର୍ଜଙ୍ଗ: ଡ. ନୃସିଂହ ଚରଣ ସାହୁ
ଅନୁଗୁଳ: ରଜନୀକାନ୍ତ ସିଂହ
ଛେଣ୍ଡିପଦା: ସୁଶାନ୍ତ କୁମାର ବେହେରା
ତେଲକୋଇ: ପ୍ରେମାନନ୍ଦ ନାୟକ
ପାଟଣା: ଜଗନ୍ନାଥ ନାୟକ
କରଞ୍ଜିଆ: ବାସନ୍ତୀ ହେମ୍ରମ