ସ୍ବେଚ୍ଛାକୃତ ଅବସର ନେଲେ ଭି କେ ପାଣ୍ଡିଆନ

0


ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଅନେକ ଦିନର ଚର୍ଚ୍ଚା ର ଅବସାନ ଘଟିଲା । ପରୋକ୍ଷ ଭାବେ ରାଜନୀତି ସହ ଜଡିତ ରହିଥିବା ୫ଟି ସଚିବ ଭି କେ ପାଣ୍ଡିଆନ ସ୍ବେଚ୍ଛାକୃତ ଅବସର ଗ୍ରହଣ କରିଛନ୍ତି । ବର୍ତ୍ତମାନ ସେ ଓଡ଼ିଶା ରାଜନୀତି ରେ ସକ୍ରିୟ ଭୂମିକା ଗ୍ରହଣ କରିବା ନେଇ ଚର୍ଚ୍ଚା ଜୋର ଧରିଛି ।ସରକାରୀ ଚାକିରୀ କରି ରାଜନୀତି ସହ ଜଡିତ ଥିବା ନେଇ ବିରୋଧୀ ତାଙ୍କୁ ଟାର୍ଗେଟ କରି ଆସୁଥିଲେ । ସବୁ କଳ୍ପନା ଜଳ୍ପନା ର ଅନ୍ତ ଘଟାଇ ଶ୍ରୀ ପାଣ୍ଡିଆନ ସ୍ବେଚ୍ଛାକୃତ ଅବସର ଗ୍ରହଣ କରିଛନ୍ତି ।

Leave a comment